ବିଧାନସଭାରେ ଆସ୍ଥା ଭୋଟ୍ ଜିଣିଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ଵନ୍ତ
ପାଣାଜୀ: ବୁଧବାର ଦିନ ରାଜ୍ୟ ବିଧାନସଭାରେ ଆସ୍ଥା ଭୋଟ୍ ଜିଣି ଗୋଆରେ ବିଜେପି ନେତୃତ୍ୱାଧୀନ ସରକାର ତା’ର ସଂଖ୍ୟଗରିଷ୍ଠତା ପ୍ରମାଣ କରିଛି। ସଦସ୍ୟ ସଂଖ୍ୟା ୪୦ରୁ ୩୬କୁ ଖସି ଆସିଥିବା ବିଧାନସଭାରେ ପ୍ରମୋଦ ସାଓ୍ଵନ୍ତଙ୍କ ସରକାରକୁ ୨୦ ଜଣ ବିଧାୟକ ସମର୍ଥନ କରିଥିଲେ।
ଆସ୍ଥା ଭୋଟ୍ରେ!-->!-->!-->…
Read More...
Read More...