ଚତୁର୍ଥ କନ୍ୟାକୁ ଜନ୍ମ ଦେବାରୁ ପତ୍ନୀକୁ ନିଆଁ ଲଗାଇ ଜାଳିଦେଲା ପତି

ଲକ୍ଷ୍ନୌ: ଆଲ୍ଲାବାଦ୍‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କର ପରକିୟା ପ୍ରୀତି ଉପରେ ପ୍ରଶ୍ନ ଉଠାଇବାରୁ ସ୍ୱାମୀ ହାତରେ ନିଜ ଜୀବନ ଯାଇଥିବା ଜାଣିବାକୁ ମିଳିଛି। ମୌଓ୍ଵାମ ପୁଲିସ୍‌ ଷ୍ଟେସନ୍‌ ଅଧୀନରେ ଥିବା ଦମଦମା ଗ୍ରାମରେ ଗୁରୁବାର ରାତିରେ ଏପରି…
Read More...

୪ କୁଇଣ୍ଟାଲ୍‌ ଗଞ୍ଜେଇ ଭର୍ତ୍ତି ଟ୍ରକ୍‌ ଜବତ

ଛତ୍ରପୁର : ଗାଞ୍ଜାମ ଉପକଣ୍ଠ ଜଙ୍ଗଲରୁ ହରିଆନାକୁ ଲମ୍ବିଛି ଗଞ୍ଜେଇ ଚୋରା ଚାଲାଣର ଚେର। ଦିଗପହଣ୍ଡି ଓ ଚିକିଟି ଅଞ୍ଚଳରୁ ହରିଆନାକୁ ଗଞ୍ଜେଇ ଚାଲାଣ ହେଉଥିବାବେଳେ କେନ୍ଦ୍ରୀୟ ନାରକୋଟିକ୍ସ୍‌ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଭୁବନେଶ୍ବର ସ୍ବତନ୍ତ୍ର ଟିମ୍‌ ଚଢାଉ କରିଥିଲା। ଚଢ଼ାଉ ପରେ…
Read More...

ଆଇପିଏଲ୍‌ ଜିତି ନ ଥିବାରୁ ଚିନ୍ତିତ ନୁହେଁ: କୋହଲି

ଚେନ୍ନାଇ: ଆଇପିଏଲ୍ ଟ୍ରଫି ଜିତି ନ ଥିବାରୁ ମୁଁ ଆଦୌ ବ୍ୟର୍ଥତାରେ ନାହିଁ, ଏଥି ପାଇଁ ବି ଚିନ୍ତିତ କି ବିବ୍ରତ ନୁହେଁ ବୋଲି କହିଛନ୍ତି ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗା‌ଲୋର ଅଧିନାୟକ ବିରାଟ କୋହଲି। କିଛି ଦିନ ତଳେ କୋହଲିଙ୍କ ନୂଆଦିଲ୍ଲୀ ସାଥୀ ଗୌତମ ଗମ୍ଭୀର କହିଥିଲେ ଟ୍ରଫି ନ ଜିତି ଏତେ…
Read More...

ଚେନ୍ନାଇ ସୁପର୍ କିଙ୍ଗସର ସ୍ପିନରଙ୍କ କମାଲ

ଚେନ୍ନାଇ: ଆଇପିଏଲ୍ ଦ୍ବାଦଶ ସଂସ୍କରଣରେ ଗତ ବର୍ଷର ବିଜେତା ଦଳ ଚେନ୍ନାଇ ସୁପର୍ କିଙ୍ଗସ ଚମତ୍କାର ଆରମ୍ଭ କରିଛି। ବିରାଟ କୋହଲିଙ୍କ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ମାତ୍ର ୭୦ ରନ୍‌ରେ ଅଲଆଉଟ୍ କରି ମୁକାବିଲାକୁ ଅତି ସହଜରେ ୭ ୱିକେଟ୍‌ରେ ଜିତିନେଇଛି ମହେନ୍ଦ୍ର ସିଂହ ଧୋନିଙ୍କ ଦଳ।…
Read More...

ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର, ଲୋକସଭା ନିର୍ବାଚନ ଲଢ଼ିବାକୁ ମନା କଲେ

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଲୋକସଭା ନିର୍ବାଚନ ଲଢ଼ିବାକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପଡ଼ିଛି । କୌଣସି ଦଳ ପାଇଁ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଅକ୍ଷୟ କୁମାର । କିଛି ଦିନ ତଳେ ଖିଲାଡି କୁମାର ବିଜେପି ପ୍ରାର୍ଥୀ ହେବେ ବୋଲି…
Read More...

ଫିଲ୍ମଫେୟାର ପୁରସ୍କାର ଘୋଷିତ, ରଣବୀର କପୁର ଶ୍ରେଷ୍ଠ ଅଭିନେତା, ଆଲିଆ ଶ୍ରେଷ୍ଠ ଅଭିନେତ୍ରୀ

ମୁମ୍ବାଇ : ଗତ ସଂଧ୍ୟାରେ ଘୋଷିତ ହୋଇଛି ଫିଲ୍ମଫେୟାର ପୁରସ୍କାର ୨୦୧୮ । ମୁମ୍ବାଇରେ ଅନୁଷ୍ଠିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସଂଜୁ ଫିଲ୍ମ ପାଇଁ ରଣବୀର କପୁର ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିବାବେଳେ ଫିଲ୍ମ ରାଜି ପାଇଁ ଅଲିଆ ଭଟ୍ଟ ଶ୍ରେଷ୍ଠ…
Read More...

ଘୋଷଣା ହେଲା ଅମୀର ଖାନ୍‌ଙ୍କ ନୂଆ ସିନେମା

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଅମୀର ଖାନ୍‌ ନିଜର ପରବର୍ତ୍ତୀ ସିନେମାର ନାଆଁ ଘୋଷଣା କରିଛନ୍ତି। ଏହି ସିନେମା ହେଲା ଓସ୍କାର ଆଓ୍ଵାର୍ଡ ଲାଭ କରିଥିବା ଫିଲ୍ମ ‘ଫରେଷ୍ଟ ଗଂପ୍‌’ର ରିମେକ୍‌। ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଅଦ୍ୱୈତ ଚନ୍ଦନ। ଅଦ୍ୱୈତ ଚନ୍ଦନ ପୂର୍ବରୁ ‘ସିକ୍ରେଟ୍‌…
Read More...

ନିର୍ବାଚନ ନ ଲଢ଼ିବା ସହ କୌଣସି ଦଳ ପାଇଁ ପ୍ରଚାର କରିବେ ନାହିଁ ସଲମାନ ଖାନ୍‌

ମୁମ୍ବାଇ : ବଲିଉଡ୍‌ର ଦବଙ୍ଗ ଷ୍ଟାର ସଲମାନ୍‌ ଖାନ୍‌ ନିର୍ବାଚନ ଲଢ଼ିବା ନେଇ ହେଉଥିବା ଚର୍ଚ୍ଚା ଉପରେ ପୁର୍ଣ୍ଣଛେଦ ପକାଇଛନ୍ତି । ହେଉଥିବା ସମସ୍ତ ଚର୍ଚ୍ଚାକୁ ଗୁଜବ ବୋଲି କହି ମୁଁ କୌଣସି ଦଳ ପାଇଁ ନ ଲଢ଼ିବା ସହ କୌଣସି ଦଳ ପାଇଁ ପ୍ରଚାର କରିବି ନାହିଁ ବୋଲି ଟୁଇଟ୍‌ କରି ଜଣାଇଛନ୍ତି…
Read More...

ଜେଟ ଏୟାରଲାଇନ୍ସ ଉପରେ ରାଗି ଗଲେ ମୌନି ରାଏ

ମୁମ୍ବାଇ: ଅଭିନେତ୍ରୀ ମୌନି ରାଏ ଏୟାରଲାଇନ୍ସ କମ୍ପାନି ଜେଟ ଏୟାରେଓ୍ଵଜ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଜେଟ ଏୟାରେଓ୍ଵଜ ସହିତ ନିକଟରେ କରିଥିବା ଯାତ୍ରାରେ ଅସ୍ୱାଭାବିକ ଅନୁଭବ କରିଛନ୍ତି। ଜେଟ ବିମାନରେ ଯାତ୍ରା କରୁଥିବା ମୌନି ବିମାନରେ ଆଟେଣ୍ଡେଣ୍ଟଙ୍କ ଖରାପ ବ୍ୟବହାର ନେଇ…
Read More...