ଅପରେସନ ନୀଳ ଜହର, ନଷ୍ଟ ହେଲାଣି ୮୨ କୋଟି ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ
ବାଲିଗୁଡ଼ା: କନ୍ଧମାଳରେ ଜାରି ରହିଛି ଅପରେସନ୍ ନୀଳ ଜହର । ନଷ୍ଟ ହେଲାଣି ୮୨ କୋଟି ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ । କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ପୋଲିସ୍ ଓ ଅବକାରୀ ବିଭାଗର ମିଳିତ ଅପରେସନ୍ ଜାରି ରହିଛି । ବାଲିଗୁଡ଼ା ଥାନା ଅଞ୍ଚଳରେ ୨୦୨୩ ନଭେମ୍ବର!-->…
Read More...
Read More...