ପୁରୀ ଆର୍ଟିଓ ପକ୍ଷରୁ ଚଢାଉ, ମଦ୍ୟପ ଚାଳକ ଓ ନାବାଳକଙ୍କୁ ୩୮ହଜାର ଟଙ୍କା ଜରିମାନା
ପୁରୀ,୨୫ା୮: ଆଞ୍ଚଳିକ ପରିବହନ ବିଭାଗ, ପୁରୀ ପକ୍ଷରୁ ମୋଟରଯାନ ସଂଶୋଧିତ ଆଇନ ଉଲ୍ଲଙ୍ଘନ କରୁଥିବା ଚାଳକଙ୍କ ଉପରେ ଚଢାଉ ଅଭିଯାନ ଜାରି ରହିଛି । ପରିବହନ କମିଶନର ଅମିତାଭ ଠାକୁରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସ୍ପି ଡା. କନୱର ବିଶାଲ ସିଂଙ୍କ ତତ୍ତ୍ୱାବଧାନରେ!-->…
Read More...
Read More...