ରଥ ଉପରେ ଅଣସେବାୟତଙ୍କ ଭିଡିଓ କରିବା ପ୍ରସଂଗ, ପୁରୀ ଜ଼ିଲ୍ଲା ଯୁବ ଅଧିବକ୍ତା ମଞ୍ଚ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା

ପୁରୀ : ରଥ ଉପରେ ଅଣସେବାୟତ ଚଢି ଭିଡ଼ିଓ ଓ ରିଲସ କରି ସୋସିଆଲ ମିଡ଼ିଆରେ ଛାଡି ଭାଇରାଲ କରିବା ନେଇ ପୁରୀ ଜ଼ିଲ୍ଲା ଯୁବ ଅଧିବକ୍ତା ମଞ୍ଚ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା । ରଥଯାତ୍ରାରେ ଶୃଙ୍ଖଳିତ ନୀତି ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମସ୍ତ ନିଯୋଗ ଓ ବାଡ଼ଗ୍ରାହୀ ମାନଙ୍କୁ ଏକ
Read More...

ଦିଲ୍ଲୀରେ ୪୧ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ନୂଆଦିଲ୍ଲୀ: ମୌସୁମୀର ଆଗମନ ପରେ ଏବେ ଦେଶରେ ବର୍ଷା ଲାଗି ରହିଛି। କିଛି କିଛି ରାଜ୍ୟରେ ଲଗାଣ ବର୍ଷା ପାଇଁ ଲୋକଙ୍କ ଜୀବନ ଯିବା ସହ କିଛି ସ୍ଥାନରେ ଜାତୀୟ ରାଜପଥ ଧୋଇଯିବାର ଖବର ମିଳିଛି। କୁହାଯାଉଛି ଯେ, ଦିଲ୍ଲୀର ବର୍ଷା ୪୧ବର୍ଷର ରେକର୍ଡ ଭାଙ୍ଗିଛି। ଉତ୍ତର-ପଶ୍ଚିମ ଭାରତର ଅନେକ ଭାଗରେ
Read More...

ତୁମୁଡିବନ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବୃକ୍ଷ ରୋପଣ

ଫୁଲବାଣୀ : ଆଜି ବିଶ୍ୱ ତାପନ ଏତେ ମାତ୍ରାରେ ଆମ ପରିବେଶକୁ ପ୍ରଭାବିତ କରିଛି ଯେ ଆଉ କିଛି ବର୍ଷ ପରେ ଅସ୍ୱାବାଭିକ ଜଳବାୟୁ ସହ ଜୀବନ ବଂଚିବା ପାଇଁ ଅସମ୍ଭବ ହୋଇ ପଡିବ । ବ୍ୟାପକ ପରିମାଣର ବୃକ୍ଷ ଛେଦନ ତାର ପ୍ରଥମ କାରଣ ହୋଇଥିବାରୁ ଏବେ ସମୟ ଆସିଛି ସମସ୍ତେ ବହୁ ପରିମାଣରେ ସବୁଜ ବଳୟ
Read More...

ସୀମା ଟପିଲା ଚୋରା ନିଶା ବେପାରୀର ଉତ୍ପାତ, ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତାରୋକ

ଦଶପଲ୍ଲା : ସୀମା ଟପିଲା ଚୋରା ନିଶା ବେପାରୀର ଉତ୍ପାତ, ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତାରୋକ । ଘଟଣା ଘଟିଛି ଖଣ୍ଡପଡା ଥାନା ପୁଆଣିଆ ଗ୍ରାମରେ । ପୁଆଣିଆ ଗ୍ରାମର କୁନା ବେହେରା ନାମକ ବ୍ୟକ୍ତି ଚୋରା ନିଶା କାରବାର କରିବା ସହ ଗାଁ ରେ ଦାଦାଗିରି କରୁଥୁବା ଗ୍ରାମବାସୀ ଅଭିଯୋଗ କରିଆସୁଥିଲେ
Read More...

ଗୁରୁ ଡ. ପିତାମ୍ବର ବିଶ୍ୱାଳ ଓ ନୃସିଂହ ଚରଣ ପଟ୍ଟନାୟକଙ୍କୁ ‘ବିମୁଗ୍ଧା’ ସମ୍ମାନ

ପାରଳାଖେମୁଣ୍ଡି : ଅଗ୍ରଣୀ ଓଡିଶୀ ନୃତ୍ୟ ଅନୁଷ୍ଠାନ “ପଦାମୃତ ନୃତ୍ୟାୟନ'' ତରଫରୁ ଭଞ୍ଜକଳା ମଣ୍ଡପ ଠାରେ ତୃତୀୟ ''ବିମୁଗ୍ଧା''-୨୦୨୩ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶୀ ନୃତ୍ୟଗୁରୁ ଡ. ସ୍ନେହପ୍ରଭା ସାମନ୍ତରାୟ , ମର୍ଦ୍ଦଳ ଗୁରୁଶ୍ରୀ ଧନେଶ୍ୱର ସ୍ୱାଇଁ , ଗୁରୁ ସୁତପା
Read More...

ପ୍ରଦେଶ ଯୁବ କଂଗ୍ରେସର ସୋସିଆଲ ମଡିଆର କାର୍ଯ୍ୟକାରୀ ସଦସ୍ଯ ହେଲେ ଯୁବ ନେତା ସର୍ଜନ ପାଣ୍ଡେ

ସୁବର୍ଣ୍ଣପୁର : ରାଷ୍ଟ୍ରୀୟ ଯୁବ କଂଗ୍ରେସ ଶ୍ରୀନିବାସ ବିଭିଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ର ସୋସିଆଲ ମଡିଆ କର୍ମକର୍ତ୍ତା ମନୋନୀତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଯୁବ କଂଗ୍ରେସର ସର୍ଜନ କୁମାର ପାଣ୍ଡେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ସୋସିଆଲ ମଡିଆର କାର୍ଯ୍ୟକାରୀ
Read More...

ବୌଦ୍ଧରେ ଲୋକସଙ୍ଗୀତ ଓ ନୃତ୍ୟ ଉତ୍ସବ ଦେଶଜ କାର୍ଯ୍ୟକ୍ରମ ଉଦଘାଟିତ

ବୌଦ୍ଧ,୯/୭: ସ୍ଥାନୀୟ ଟାଉନହଲଠାରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ, ବୌଦ୍ଧ ଜିଲ୍ଲାପ୍ରଶାସନ ଓ ସଂସ୍କୃତି ପରିଷଦର ମିଳିତ ସହଯୋଗରେ ଲୋକ ସଙ୍ଗୀତ ଓ ନୃତ୍ୟ ଉତ୍ସବ ଦେଶଜ ମହାସମାରୋହରେ ଶନିବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଏହି
Read More...

ନକଲି ସୁନା ବନ୍ଧା ରଖି ଋଣ ନେଇଥିଲେ, ନାମ ନେଲେ

ଗଜପତି : ନକଲି ସୁନା ବନ୍ଧକରଖି ଋଣ ନେଇ ୧୧ ଜଣ ଅଭିଯୁକ୍ତଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି । ସୂଚନା ଅନୁଯାୟୀ, ବ୍ୟାଙ୍କ ଅଫ ଇଣ୍ଡିଆର ପାରଳାଖେମୁଣ୍ଡି ଶାଖା ବ୍ୟାଙ୍କ ଦ୍ୱାରା ଅନୁମୋଦିତ ସୁନାରୀକୁ ହାତ କରି ପ୍ରାୟ ୪୦ ଲକ୍ଷ ୭୫ ହଜାର ଉକ୍ତ ଅଭିଯୁକ୍ତମାନେ ଟଙ୍କା ଋଣ ନେଇଥିଲେ ।
Read More...

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ପ୍ରସଂଗ, ଶ୍ରୀମନ୍ଦିର କାର୍ଯ୍ୟାଳୟ ଘେରାଉ କଲା ଭାରତ ବିକାଶ ପରିଷଦ

ପୁରୀ : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ଦାବୀ ନେଇ ଶ୍ରୀ ମନ୍ଦିର କାର୍ଯ୍ୟାଳୟ ଘେରାଉ କରିଛି ଭାରତ ବିକାଶ ପରିଷଦ । ପୁରୀ ରେଲୱେ ଷ୍ଟେସନରୁ ଏକ ରାଲିରେ ସଙ୍ଗଠନର କର୍ମକର୍ତ୍ତା ଆସି ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ପହଂଚି ବିକ୍ଷୋଭ କରିଥିଲେ । ତୁରନ୍ତ ସରକାର ରତ୍ନ ଭଣ୍ଡାର ଖୋଲି
Read More...

ପିଏମଏଫ୍‌ଏମଇ ଯୋଜନାରେ ଏସଏଚଜି ଗ୍ରୁପକୁ ୨୦ ଲକ୍ଷ ଋଣ ପ୍ରଦାନ

ନବରଙ୍ଗପୁର:- ଓଡ଼ିଶା ସରକାରଙ୍କ ମିଶନଶକ୍ତି ବିଭାଗର ମୁଖ୍ୟ ସୁଜାତା କାର୍ତ୍ତିକେୟାନଙ୍କ ନିର୍ଦ୍ଦେଶ କ୍ରମେ ମହିଳା ମାନଙ୍କୁ ଅଗ୍ରାଧିକାର ଦିଆଯାଉଛି । ବିଶେଷ କରି ସ୍ୱୟଂ ସହାୟକ ଦଳର ମହିଳା ମାନେ କିଭଳି ସ୍ୱାବଲମ୍ବୀ ହୋଇପାରିବେ ଏବଂ ସେମାନଙ୍କ ଆର୍ଥିକ ବିକାଶ ହୋଇପାରିବ ସେନେଇ ରାଜ୍ୟ
Read More...