ଯୁବକଙ୍କ ସନ୍ଦେହ ଭାବରେ ମୃତଦେହ ଉଦ୍ଧାର, ତଦନ୍ତ ଜାରି

କୋକସରା : କୋକସରା ପୋଲିସ ଆଜି ସକାଳୁ ଜଣେ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ ଦେହ ଉଦ୍ଧାର କରିଛି । କୋକସରା ଥାନା ରେଙ୍ଗାଳପାଲି ଗାଁ ନିକଟରେ ଥିବା ଏକ ଗଛରେ ଗ୍ରାମର ଯୁବକ ଜୟପତି ମାଝୀଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି । ଯୁବକଙ୍କ ଶରୀରରେ ଅନେକ କ୍ଷତ ସହ ରକ୍ତ ଛିଟା ରହିଛି,
Read More...

ସଫଳ କୃଷି ଉଦ୍ୟୋଗୀ ହେବା ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ବେଶ୍‌ ସହାୟକ: ଜିଲ୍ଲାପାଳ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚାଟିଗୁଡା ଠାରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଆନୁକୁଲ୍ୟରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଦ୍ୱାରା ପ୍ରତିଷ୍ଠା ହୋଇଥିବା କୁକୁଡା ଫାର୍ମର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲାପାଳ ଡ. କମଳ ଲୋଚନ ମିଶ୍ର
Read More...

ଡିଏଲଏସ ପକ୍ଷରୁ ଜିଲ୍ଲାସ୍ତରୀୟ ଲୋକ ଅଦାଲତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଏବଂ ଦୌରା ଜଜଙ୍କ ଅଦାଲତରେ ନାଲସା ଏବଂ ଏନ୍‌.ଆଇ.ଆକ୍ଟ କେସ୍‌ ଦ୍ୱାରା ନିର୍ଦ୍ଦିଷ୍ଟ ମାମଲାର ଫଏସଲା ପାଇଁ ଆଜି ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ।ପ୍ରାପ୍ତ ତଥ୍ୟରୁ ଜଣାପଡ଼ିଛି ଯେ, ଅଦାଲତରେ ବିଚାରାଧୀନ
Read More...

ହାତୀଦାନ୍ତ ବ୍ୟବସାୟକୁ ନେଇ ଦିନ ତମାମ୍‌ ନାକେଦମ୍‌ ବନବିଭାଗ,ଡାବୁ ପଇସା ବ୍ୟବସାୟ ପାଇଁ ବନବିଭାଗକୁ ଅସ୍ତ୍ର ସଜାଇଥିଲା…

ଦଶପଲ୍ଲା : ହାତୀ ଦାନ୍ତ ଓ ଚନ୍ଦନ କାଠ ବ୍ୟବସାୟକୁ ନେଇ ଗତ କିଛି ଦିନ ହେଲା ବନଖଣ୍ଡ ଅଧିକାରୀଙ୍କୁ ଦିଆଯାଉଥିଲା ସୂଚନା । ବନଖଣ୍ଡ ଅଧିକାରୀଙ୍କ ବିଶ୍ୱାସଭାଜନ ହେବାକୁ ହାତୀ ଦାନ୍ତ ଏବଂ ଚନ୍ଦନ କାଠର ଫଟୋ ମଧ୍ୟ ଦିଆଯାଇଥିଲା । ଏହାକୁ କାବୁ କରିବା ପାଇଁ ବନବିଭାଗ ଆରମ୍ଭ କରିଥିଲା ବ୍ଲୁ
Read More...

ପାତାଳି ପୀଠରୁ ଗ୍ରିଲ୍‌ ଭାଙ୍ଗି ଟଙ୍କା ଚୋରି କଲେ ଦୁର୍ବୃତ୍ତ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପ୍ରସିଦ୍ଧ ପୀଠ ପାତାଳି ଶ୍ରୀକ୍ଷେତ୍ରରେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗ୍ରିଲ୍‌ ଭାଙ୍ଗି ଦାନ ବାକ୍ସରୁ ଟଙ୍କା ଚୋରି କରିଥିବା ଜଣାପଡିଛି । ଟଙ୍କା ଚୋରି କରି ଦାନ ବାକ୍ସଟି ମନ୍ଦିର ପଛପଟେ ପକାଇ ଦେଇଥିଲେ । ବାରମ୍ବାର ଏଠାରେ
Read More...

ସମୁଦିର ଟାଙ୍ଗିଆ ଚୋଟରେ ସମୁଦି ଗୁରୁତର

ହରଭଙ୍ଗା : ପୁରୁଣାକଟକ ଥାନା କଣ୍ଟିଆପଦର ଗ୍ରାମରେ ଦୁଇ ସମୁଦି ଭିତରେ ଗଣ୍ଡଗୋଳ ହୋଇ ଜଣେ ସମୁଦିର ଟାଙ୍ଗିଆ ଚୋଟରେ ଅନ୍ୟ ଜଣେ ସମୁଦି ଗୁରୁତର ହୋଇଥିବା ଜଣାପଡିଛି । ଏନେଇ ଆହତ ବ୍ୟକ୍ତି ପୁରୁଣାକଟକ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ଅଭିଯୋଗ ଅନୁସାରେ ଶୁକ୍ରବାର ଦିନ କଣ୍ଟିଆପଦର
Read More...

ଆପୋଲୋ ହସ୍ପିଟାଲରେ ସଫଳତାର ସହ ଲାପାରୋସ୍କୋପିକ୍ କୋଲେସିଷ୍ଟେକ୍ଟୋମିର ବିରଳ ମାମଲା ସିଟୁସ୍ ଇନଭର୍ସସରେ ପରିଚାଳିତ

ଭୁବନେଶ୍ୱର: ଆପୋଲୋ ହସ୍ପିଟାଲରେ ସିଟୁସ୍ ଇନଭର୍ସସ ସହିତ ଏକ ବିରଳ ଲାପାରୋସ୍କୋପିକ୍ କୋଲେସିଷ୍ଟେକ୍ଟୋମି କରି ଏହାର କ୍ୟାପ୍ ର ଆଉ ଏକ ପିଛା ନିକଟରେ । ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ଲାପ୍ରୋସ୍କୋପିକ୍ ଅସ୍ତ୍ରୋପଚାର କରାଯାଇଛି। ଏଥିରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲର ସର୍ଜିକାଲ ବିଭାଗ
Read More...

ସତ୍ୟସାଇ ସଙ୍ଗଠନ ତରଫରୁ ପ୍ରାଣୀ ଚିକିତ୍ସା ଶିବିର

ହରଭଙ୍ଗା : ବୌଦ୍ଧ ଜିଲ୍ଲା ସତ୍ୟସାଇ ସେବା ସଙ୍ଗଠନ ଆନୁକୂଲ୍ୟରେ ଆଜି ହରଭଙ୍ଗା ପଞ୍ଚାୟତ ଅନ୍ତର୍ଗତ ଅରଖପଦର ଗ୍ରାମରେ ‘ସତ୍ୟସାଇ କରୁଣା' ଆନୁକୂଲ୍ୟରେ ଏକ ନିଃଶୁଳ୍କ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ସଙ୍ଗଠନର ଜିଲ୍ଲା ସଭାପତି ତଥା ହରଭଙ୍ଗା ପ୍ରାଣୀ
Read More...

ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ଆଜି ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ତନୁଜା ସିଂହ, ଜାତୀୟ ସେବା ଆୟୋଜନ(ଏନ୍‌ଏସ୍‌ଏସ)ର ଦାୟିତ୍ୱ ନିର୍ବାହ କରୁଥିବା ନୃତତ୍ତ୍ୱ ବିଭାଗର
Read More...

ହାବକ୍‌ ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ସପ୍ତାହ ପାଳିତ

ଘୁ ଉଦୟଗିରି: ସ୍ଥାନୀୟ ହବାକ୍‌ ଉଚ୍ଚ ବିଦ୍ୟାଳୟ ପରିସରରେ ବନାଞ୍ଚଳ ଅଧିକାରୀ ଯୋଗେନ୍ଦ୍ରନଥ ସେନାପତିଙ୍କ ନେତୃତ୍ୱରେ ବନ ମହତ୍ସୋବ ସପ୍ତାହ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସୁସ୍ମିତା ପ୍ରିୟଦର୍ଶିନୀ ମୁଖ୍ୟ ଅତିଥି ଭାବରେ
Read More...