ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଏଏସଆଇ ଗୋପାଳ ଦାସ ଚାକିରିରୁ ବହିଷ୍କୃତ

ଭୁବନେଶ୍ଵର: ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୁକ୍ତ ଏଏସଆଇ ଗୋପାଳ ଦାସ ଚାକିରିରୁ ବହିଷ୍କୃତ। ଝାରସୁଗୁଡା ଏସପି ସୋମବାର ଗୋପାଳଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ଏହି ଆଦେଶନାମା ଆଜିଠୁ ଲାଗୁ ହୋଇଛି। ଏହା ପୂର୍ବରୁ ଗୋପାଳଙ୍କୁ କ୍ରାଇମବ୍ରାଞ୍ଚ ଗିରଫ
Read More...

ଫେବୃଆରୀ ୫ ରୁ ୯ ପର୍ଯ୍ୟନ୍ତ ପୁରୀରେ ଜାତୀୟ ସଫ୍ଟବଲ ଚମ୍ପିୟାନସିପ

ପୁରୀ : ଫେବୃଆରୀ ୫ ରୁ ୯ ତାରିଖ ପର୍ଯ୍ୟନ୍ତ ଜାତୀୟ ସଫ୍ଟବଲ ଚମ୍ପିୟାନସିପ ପୁରୀ ସ୍ପୋର୍ଟସ କଂପ୍ଲେକ୍ସ ଠାରେ ଅନୁଷ୍ଠିତ ହେବ । ଏହା ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସଫ୍ଟବଲ ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବ । ଏ ସମ୍ପର୍କରେ ଏକ ବୈଠକ ଆଜି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର
Read More...

ନନ୍ଦାହାଣ୍ଡି ବ୍ଲକ ବିଜେଡି ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ନନ୍ଦାହାଣ୍ଡି,୩୦/୧:- ପୋଲିସ କର୍ମୀଙ୍କ ଗୁଳିକାଣ୍ଡରେ ମୃତ୍ୟୁବରଣ କରିଥିବା ଓଡ଼ିଶାର ଦିବଙ୍ଗତ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠନେତା ନବ କିଶୋର ଦାସଙ୍କ ଅକାଳ ବିୟୋଗରେ ଆଜି ନନ୍ଦାହାଣ୍ଡି ବ୍ଲକ ବିଜେଡି ସଭାପତି ତଥା ବିଧାୟକ ପ୍ରତିନିଧି
Read More...

ବାମଣ୍ଡା ପଞ୍ଚାୟତରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

ବୌଦ୍ଧ,୩୦/୧:- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାମଣ୍ଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ଜିଲ୍ଲାପ୍ରଶାସନ ଓ ପୋଲିସର ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସକୁ ସାରା ଦେଶରେ ସହିଦ ଦିବସ ଭାବରେ ପାଳନ କରାଯାଉଥିବାବେଳେ ଜନଶୁଣାଣି
Read More...

ନନ୍ଦାହାଣ୍ଡି ବ୍ଲକ୍‌ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ନନ୍ଦାହାଣ୍ଡି : ନନ୍ଦାହାଣ୍ଡି ବ୍ଲକ୍‌ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଆଜି ଅନୁଷ୍ଠିତ ହୋଇଯାଇଛି । ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଡଙ୍ଗର ଭେଜା ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ
Read More...

ବୌଦ୍ଧ ଓ ପୁରୁଣାକଟକ ଠାରେ ହେବ ନିଯୁକ୍ତି ମେଳା

ବୌଦ୍ଧ,୩୦/୧:- ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ଓଡିଶା ସରକାରଙ୍କ ଦକ୍ଷତା ବିକାଶ ପ୍ରାଧିକରଣ ଆନୁକୂଲ୍ୟରେ ହେବାକୁ ଥିବା ଦୁଇଟି ନିଯୁକ୍ତି ମେଳା ଫେବୃୟାରୀ ୭ ତାରିଖ ଦିନ ଟାଉନହଲ ବୌଦ୍ଧଠାରେ ଏବଂ ଫେବୃୟାରୀ ୮ ତାରିଖଦିନ ହରଭଙ୍ଗା ବ୍ଲକର ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣାକଟକ ଠାରେ ସକାଳ
Read More...

ସ୍ତ୍ରୀର ତଣ୍ଟିକାଟି ହତ୍ୟା କଲା ସୈତାନ୍‌ ସ୍ୱାମୀ

ପୁରୀ : ନିମାପଡ଼ାରେ ଅଭାବନୀୟ ଘଟଣା । ସୈତାନ୍‌ ପାଲଟିଲା ସ୍ୱାମୀ । ନିଜ ସ୍ତ୍ରୀର ଗଳାକାଟି ହତ୍ୟା କଲା ସ୍ୱାମୀ । ଏଭଳି ନୃଶଂସ ଘଟଣା ଘଟିଛି ପୁରୀ ଜିଲ୍ଲା ନିମାପଡା ବ୍ଳକ୍‌ ଦିଘାଳ ମୁସଲିମ ବସ୍ତିରେ । ଓରଫାନ ଖାଁ ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ତାରୁନ ବିବିକୁ ଏକ ଧାରୁଆ ଅସ୍ତ୍ରରେ
Read More...

ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଖୋଲିଲା ଅଷ୍ଟିଓପାଥି କ୍ଲିନିକ

ବୌଦ୍ଧ,୩୦/୧:- ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ କଟକର ମିଳିତ ଆନୁକୂଲ୍ୟରେ ରବିବାର ଦିନ ବୌଦ୍ଧଜିଲା ମୁଖ୍ୟ ଚିକିତ୍ସାଳୟ ଠାରେ ଅଷ୍ଟିଓପାଥି କ୍ଲିନିକର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହଠାରେ ଆୟୋଜିତ
Read More...

ହରଭଙ୍ଗା ଲୋକ ମହୋତ୍ସବର ତୃତୀୟ ସନ୍ଧ୍ୟା

ହରଭଙ୍ଗା,୨୯/୧- ବୌଦ୍ଧ ଜିଲ୍ଲା ହରଭଙ୍ଗା ଲୋକ ମହୋତ୍ସବର ଆଜି ତୃତୀୟ ସନ୍ଧ୍ୟାରେ ମା ରୁଦ୍ରକାଳୀଙ୍କୁ ପୂଜାର୍ଚ୍ଚନା ପରେ ମଞ୍ଚ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ ଉପସ୍ଥିତ ଥିବାବେଳେ ସମ୍ମାନିତ ଅତିଥି
Read More...

ଆଖି ବୁଜିଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ

ଭୁବନେଶ୍ବର: ଆଖି ବୁଜିଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ଜୀବନ ଓ ମୃତ୍ୟୁ ସହିତ କେଇ ଘଣ୍ଟା ପର୍ଯ୍ୟନ୍ତ ଲଢ଼େଇ କରିବା ପରେ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଭୁବନେଶ୍ବର ଆପୋଲେ ହସ୍ପିଟାଲରେ ରାଜ୍ୟର ଜଣାଶୁଣା ବିଶେଷଜ୍ଞ ଡାକ୍ତରମାନଙ୍କ ଏକ ଦଳ ବହୁ
Read More...