ଦୁଇବର୍ଷ ଧରି ପଥର ଖଣିକୁ ବିରୋଧ, ପୁଣି ପାହାଡ ଘେରିଲେ ଗ୍ରାମବାସୀ
ଦଶପଲ୍ଲା : ପାହାଡରେ ପଥର ଖଣି । ବିସ୍ଫୋରଣ ଯୋଗୁଁ ପ୍ରଭାବିତ ହେଉଛି ଆଖପାଖ ଗ୍ରାମବାସୀଙ୍କ ଜୀବନ ଜୀବିକା । ଗତ ୨ ବର୍ଷ ହେଲା ଏହି ବିବାଦ ଲାଗି ରହିଥିବା ବେଳେ ଆଜି ପୁଣି ଖଣି ବନ୍ଦ ପାଇଁ ପାହାଡ ଘେରିଛନ୍ତି ଗ୍ରାମବାସୀ । ଦଶପଲ୍ଲା ତହସିଲ୍ ଅନ୍ତର୍ଗତ ପୋଇବାଡି ଗ୍ରାମ ପାଖରେ ଥିବା ମଳିକ!-->…
Read More...
Read More...