ବୌଦ୍ଧ ପୁଲିସକୁ ସଫଳତା : ଲୁଟେରା ଗିରଫ,୨ ଲକ୍ଷ ଟଙ୍କା ଜବତ
ବୌଦ୍ଧ : ଗତ ୨୧ ତାରିଖରେ ହୋଇଥିବା ଏକ ଲୁଟ ଘଟଣାର ଅଭିଯୁକ୍ତକୁ ଧରିବାରେ ବୌଦ୍ଧ ପୁଲିସ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ନାଁ ଏ.ସନ୍ତୁ ଓରଫ ସନ୍ତୋଷ(୨୫) ଏବଂ ତା ଠାରୁ ୨ ଲକ୍ଷ ଟଙ୍କା ଜବତ କରାଯାଇଛି । ପୁଲିସ ଏ ସଂପର୍କରେ ଅଧିକ ସୂଚନା ଦେଇ କହିଛି ଯେ ଗତ ୨୧ ତାରିଖରେ ବୌଦ୍ଧ ବିଶ୍ୱନାଥପୁର!-->…
Read More...
Read More...