ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ :
ସବୁ ମହିଳାଙ୍କର ଅଛି ଗର୍ଭପାତର ଅଧିକାର

ନୂଆଦିଲ୍ଲୀ: ମହିଳା ଅଧିକାରକୁ ନେଇ ସୁପ୍ରିମକୋର୍ଟ ଆଜି ଏକ ଐତିହାସିକ ରାୟ ଶୁଣାଇଛନ୍ତି । ଏକ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଯେ ଭାରତରେ ବସବାସ କରୁଥିବା ସମସ୍ତ ମହିଳାଙ୍କର ସୁରକ୍ଷିତ ଓ ଆଇନଗତ ଉପାୟରେ ଗର୍ଭପାତ କରିବାର ଅଧିକାର ରହିଛି । ଏଥିରୁ ସେମାନଙ୍କୁ କେହି ବଞ୍ଚିତ
Read More...

ନୂଆ ନିୟମ : ଏଣିକି ବର୍ଷକୁ ମିଳିବ ୧୫ଟି ଗ୍ୟାସ୍‌ ସିଲିଣ୍ଡର

ନୂଆଦିଲ୍ଲୀ ୨୯ ।୯: ଘରୋଇ ଗ୍ୟାସ୍‌ ସିଲିଣ୍ଡର ସଂଖ୍ୟାକୁ ନେଇ ଆସିଛି ନିୟମ । ଘରୋଇ ଗ୍ରାହକଙ୍କ ଲାଗି ବାର୍ଷିକ ସିଲିଣ୍ଡର ସଂଖ୍ୟା ଧାର୍ଯ୍ୟ ହୋଇଛି । ନୂଆ ନିୟମ ଅନୁସାରେ,ଗ୍ରାହକ ବର୍ଷକରେ ଅତି ବେଶିରେ ୧୫ଟି ସିଲିଣ୍ଡର ନେଇ ପାରିବେ । କୌଣସି ଗ୍ରାହକଙ୍କୁ ବର୍ଷକରେ ୧୫ଟି ସିଲିଣ୍ଡରରୁ
Read More...

ଓଡ଼ିଶା ସରକାର ଧୃତରାଷ୍ଟ୍ର ଦୋଷରେ ଗ୍ରସିତ -ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:ଆତ୍ମପ୍ରଚାରରେ ବ୍ୟସ୍ତ ଓଡ଼ିଶା ସରକାର ଆଖିରେ ଅନ୍ଧ ପୁଟୁଳି ବାନ୍ଧିଛନ୍ତି । ଏଠାକାର ସରକାର ଧୃତରାଷ୍ଟ୍ର ଦୋଷରେ ଗ୍ରସିତ । ସରକାର ସବୁ ଜାଣି ମଧ୍ୟ ନିଜ ସ୍ୱାର୍ଥ ପାଇଁ ଲୋକ କଲ୍ୟାଣକୁ ବଳି ପକାଇବାକୁ ପଛାଉନାହାନ୍ତି ବୋଲି ଗୁରୁବାର ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ
Read More...

ବରିଷ୍ଠ କଂଗ୍ରେସ ନେତ୍ରୀ ଜୟନ୍ତୀ ପଟ୍ଟନାୟକଙ୍କ ଶେଷ କୃତ୍ୟ ସଂପନ୍ନ

ପୁରୀ : ପୁରୀ ସ୍ୱର୍ଗ ଦ୍ୱାରରେ ବରିଷ୍ଠ କଂଗ୍ରେସ ନେତ୍ରୀ ଜୟନ୍ତୀ ପଟ୍ଟନାୟକଙ୍କ ଶେଷ କୃତ୍ୟ ସଂପନ୍ନ ହୋଇଛି । ଏଥିପାଇଁ ସ୍ୱର୍ଗଦ୍ୱାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସେଠାରେ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସମେତ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ଜୟନ୍ତୀଙ୍କ ପୁଅ
Read More...

ପଡିଆବାହାଲ ଗାଁ ପ୍ରତିନିଧି ଦଳ ସହ ଏନଏଚଆଇ ଡାଇରେକ୍ଟରଙ୍କ ଆଲୋଚନା

ସମ୍ବଲପୁର: ଜାତୀୟ ରାଜପଥ ୫୩ ସମ୍ପ୍ରସାରଣରେ ପଡିଆବାହାଲ ଓ ଅନ୍ୟ ରାସ୍ତାକଡ଼ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଜି ବାହାମ ସରପଞ୍ଚ ସରସ୍ୱତୀ ଭୁସାଗରଙ୍କ ନେତୃତ୍ୱରେ ଗାଁ ପ୍ରତିନିଧି ଦଳ ସହ ଏନଏଚଆଇ ପ୍ରୋଜେକ୍ଟ ଡାଇରେକ୍ଟର ଏନ ନାଗେଶ୍ୱର ରାଓଙ୍କ ସହ
Read More...

ସୂଚନା ଫଳକ ମାଧ୍ୟମରେ ବାଲ୍ୟ ବିବାହକୁ ବିରୋଧ

ପାରଳାଖେମୁଣ୍ଡି :ଗଜପତି ଜିଲ୍ଲାପ୍ରଶାସନ ତରଫରୁ ବାଲ୍ୟ ବିବାହକୁ ବନ୍ଦ କରିବା ନିମନ୍ତେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଦ୍ୱାରା ପାରଳାଖେମୁଣ୍ଡି ପୌରପରିଷଦ ଠାରେ ଥିବା ଭେଙ୍କଟଶ୍ୱର ମନ୍ଦିର, ଜାମିଆ ମସଜିଦ୍‌ ଓ ବାପ୍‌ ଟିଷ୍ଠ ଚର୍ଚ୍ଚଠାରେ ପ୍ରସ୍ତୁତ ହୋଇଥିବା ସୂଚନା ଫଳକକୁ ଉଦଘାଟନ
Read More...

ଚକରା ବିଷୋୟୀଙ୍କ ପ୍ରତିମୂର୍ତ୍ତି ନିକଟରୁ ମୃତ୍ତିକା ସଂଗ୍ରହ

ଫୁଲବାଣୀ/ଘୁ-ଉଦୟଗିରି :-ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ସ୍ୱାଧୀନତାର ଉଲ୍ଲାସ ବୃକ୍ଷ ଚାରାରୋପଣ ନିମନ୍ତେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ମୃତ୍ତିକା ଜଳ ସଂଗ୍ରହ କରାଯାଉଛି । ମହାତ୍ମାଗାନ୍ଧୀ ଯେଉଁ ଯେଉଁ ସ୍ଥାନକୁ ଯାଇଥିଲେ ସେହି ସ୍ଥାନରୁ ଏହି ପବିତ୍ର
Read More...

ଶିଶୁ ଅଧିକାର ଓ ସୁରକ୍ଷା ସମ୍ପର୍କିତ ଆଲୋଚନା

ଫୁଲବାଣୀ: ଆଜିର ଶିଶୁ କାଲିର ଭବିଷ୍ୟତ । ତେବେ ଶିଶୁମାନେ ବର୍ତ୍ତମାନ ଦିନକୁ ଦିନ ଅସୁରକ୍ଷିତ ହୋଇ ପଡୁଛନ୍ତି । ଶୋଷଣର ଶିକାର ହେଉଛନ୍ତି । ଶିଶୁ ଶ୍ରମିକ, ବାଲ୍ୟ ବିବାହ ରୋକା ଯାଇପାରୁନି । ଫଳରେ ଜିଲ୍ଲାରେ ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ଭଳିକୁ ପ୍ରଥା ରୋକିବା ପାଇଁ ଏବେ ପ୍ରଶାସନ
Read More...

ଭାରତକୁ ବଡ ଝଟକା : ଟି-୨୦ ବିଶ୍ୱକପରୁ ବୁମ୍ରା ଆଉଟ୍‌ !

ନୂଆଦିଲ୍ଲୀ: ଆସନ୍ତା ମାସରେ ଟି-୨୦ ବିଶ୍ୱକପ ଖେଳାଯିବ । ଏହା ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଏକ ବଡ ଝଟକା ଲାଗିଛି । ଏସିଆ କପ୍‌ ୨୦୨୨ ରେ ଆଘାତ କାରଣରୁ ବାଦ୍‌ ପଡିଥିବା ଷ୍ଟାର୍‌ ଫାଷ୍ଟ ବୋଲର ଜସପ୍ରୀତ ବୁମ୍ରା ଅଷ୍ର୍ଟ୍ରେଲିଆ ବିପକ୍ଷ ଟି -୨୦ ସିରିଜ୍‌ ସହ ଦଳକୁ ଫେରିଥିଲେ, କିନ୍ତୁ ସେ
Read More...

ତିନୋଟି ଜୁଆ ଆଡ୍ଡା ଉପରେ ଚଢ଼ାଉ,୧୨ ଗିରଫ

ଗଞ୍ଜାମ/ବ୍ରହ୍ମପୁର: ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ବଡ଼ବଜାର ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ଆଜି ବଡ଼ ବଜାର ଥାନା ପୁଲିସ ହରଡ଼ାଖଣ୍ଡି ବନ୍ଧ, ଉତ୍ତରାମୁଖୀ ଏବଂ ହନୁମାନ ନଗର ଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଜଣେ ମହିଳାଙ୍କ ସମେତ ୧୨ଜଣ ଜୁଆଡ଼ିକୁ ଗିରଫ
Read More...