ତନ୍ତ୍ର ମନ୍ତ୍ର ଦ୍ୱାରା ବଞ୍ଚାଇ ଦେବାର ଆଶା ରଖିଥିଲା…ନବରାତ୍ରୀରେ ଝିଅକୁ ବଳି ଦେଲା ବାପା !
ସୁରାଟ : ଗୁଜୁରାଟର ଗିର୍ ସୋମନାଥ ଜିଲ୍ଲାରେ ନରବଳିର ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ହୋଇଛି ଯେ ନବରାତ୍ରୀ ସମୟରେ ଜଣେ ପିତା ନିଜର ୧୪ ବର୍ଷର ଝିଅକୁ ବଳିଦାନ ଦେଇଛନ୍ତି । ସେ ତନ୍ତ୍ରମନ୍ତ୍ର ଦ୍ୱାରା ପୁନର୍ଜୀବିତ କରିଦେବେ ବୋଲି ଆଶା କରିଥିଲେ । କିନ୍ତୁ ବଳିଦାନ ଦେବା!-->…
Read More...
Read More...