କଂଗ୍ରେସ ଦଳ ପକ୍ଷରୁ ସ୍ୱାଧୀନତାର ଗୌରବ ପଦଯାତ୍ରା

ପାଟଣାଗଡ଼ : ଆଜି ବର୍ଥଲା ପଞ୍ଚାୟତ ଅନ୍ତଗତ ବଞ୍ଜାରି ମହିମା ଆଶ୍ରମଠାରୁ ଶତାଧିକ କଂଗ୍ରେସ କର୍ମୀ କେନ୍ଦ୍ର ସରକାରଙ୍କ ଅହେତୁକ ଦରଦାମ ବୃଦ୍ଧିକୁ ନେଇ ବେକାରୀ ସମସ୍ୟା,ଚୁକ୍ତିଭିତ୍ତିକ ଚାକିରି, ଡିଜେଲ ପେଟ୍ରୋଲ, ଅତ୍ୟାବଶକ ସାମଗ୍ରୀ, ଚୁଡା ମୁଢିରେ ଜିଏସଟି ଲାଗୁ ହେତୁ ଜନସାଧାରଣ ଅତିଷ୍ଠ
Read More...

ଯୁବ ଇଞ୍ଜିନିୟରଙ୍କ ଅକାଳ ବିୟୋଗ

ଘୁ ଉଦୟଗିରି:ଘୁ ଉଦୟଗିରି ଥାନା ଅନ୍ତର୍ଗତ ପେନାଲା ଗ୍ରାମର ଜଣେ ଯୁବ ଇଞ୍ଜିନିୟରଙ୍କ ମାତ୍ର ୩୦ବର୍ଷ ବୟସରେ ଅକାଳ ବିୟୋଗ ଫଳରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ଏଲଆଇସି ଜାମସେଦପୁର ଜୋନାଲ ଟ୍ରେନିଂ ସେଣ୍ଟରର ଉପ ନିର୍ଦ୍ଦେଶକ ବିବେକାନନ୍ଦ ପ୍ରଧାନଙ୍କ ବଡ଼ ପୁଅ ପ୍ରବୀଣ କୁମାର
Read More...

ଆଇସିସି ଟି-୨୦ ମାନ୍ୟତା; ଶ୍ରେୟସଙ୍କୁ ବଡ ଫାଇଦା

ନୂଆଦିଲ୍ଲୀ : ସର୍ବଶେଷ ଆଇସିସି ପୁରୁଷ ଟି-୨୦ ମାନ୍ୟତାରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଶ୍ରେୟସ୍‌ ଆୟର ଟପ୍‌ -୨୦ ରେ ପ୍ରବେଶ କରିଛନ୍ତି । ବୁଧବାର ପ୍ରକାଶିତ ସର୍ବଶେଷ ଆଇସିସି ଟି -୨୦ ର଼୍ୟାଙ୍କିଙ୍ଗରେ ସୁର୍ଯ୍ୟକୁମାର ୮୦୫ ରେଟିଂ ପଏଣ୍ଟ
Read More...

ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନୀତିଶ-ତେଜସ୍ବୀ

ପାଟନା: ମଙ୍ଗଳବାର ବିଜେପି ସହ ମେଣ୍ଟ ଭାଙ୍ଗି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଜେଡି(ୟୁ) ନେତା ନୀତୀଶ କୁମାର। ବିଜେପି ହାତ ଛାଡ଼ି ଏବେ ପୁରୁଣା ସାଥୀ ଆରଜେଡି ହାତ ଧରିଛନ୍ତି ନୀତୀଶ। ଆରଜେଡି ସହ ମେଣ୍ଟ କରି ବୁଧବାର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନୀତୀଶ।
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳିତ

ପାଟଣାଗଡ଼ : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗୀର ପାଟଣାଗଡ଼ ଶାଖା ପକ୍ଷରୁ ଆଦିବାସୀ ଭବନ ବ୍ରହ୍ମପୁରା ଠାରେ ବିଶ୍ୱ ଆଦିବାସୀ ଦିବସ ତଥା କ୍ରାନ୍ତି ଦିବସ ପାଳନ ହୋଇଯାଇଛି । ପ୍ରଥମେ ସମ୍ବିଧାନ ପ୍ରଣେତା ଡ଼ ବାବା ସାହେବ ଆମ୍ବେଦକର, ଅନ୍ୟତମ ସମ୍ବିଧାନ ପ୍ରଣେତା ଜୟପାଳ ସିଂ ମୁଣ୍ଡା,
Read More...

ଜହ୍ନାପଙ୍କରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

ଜହ୍ନାପଙ୍କ : ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଓ ଶ୍ରଦ୍ଧୟାକୋଚିଂ ସେଣ୍ଟରର ମିଳିତ ଆନୁକୂଲ୍ୟରେ ଜହ୍ନାପଙ୍କରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାରୁତି ଯୁବକ ସଂଘର ସଭାପତି ସୁଧାଂଶୁ ଶେଖର ମିଶ୍ର, ରିସୋର୍ସ
Read More...

ପ୍ରଜାପିତା ବ୍ରହ୍ମକୁମାରୀଙ୍କ ପକ୍ଷରୁ ସାମ୍ବାଦିକଙ୍କ ପାଇଁ ରକ୍ଷା ବନ୍ଧନ ପାଳିତ

ସମ୍ବଲପୁର:ବିଶ୍ୱ ପ୍ରସିଦ୍ଧ ସାମାଜିକ ସଂଗଠନ ପ୍ରଜାପିତା ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଜି ସାମ୍ବାଦିକଙ୍କ ପାଇଁ ରକ୍ଷା ବନ୍ଧନ ପାଳନ କରାଯାଇଥିଲା । ଆଜି ପୂର୍ବାହ୍ନ ପ୍ରାୟ ୧୦.୩୦ରେ ଦାନୀବନ୍ଧ ସ୍ଥିତ ସେମାନଙ୍କ କେନ୍ଦ୍ରଠାରେ ସ୍ଥାନୀୟ ସାମ୍ବାଦିକଙ୍କୁ ଆମନ୍ତ୍ରିତ କରାଯାଇ ରକ୍ଷା
Read More...

୫-ଟିରେ ସାମିଲ ହେଲା ଟାକରା ଉଚ୍ଚ ବିଦ୍ୟାଳୟ

ଦଶପଲ୍ଲା : ବିଳମ୍ବରେ ହେଲେ ମଧ୍ୟ ଦଶପଲ୍ଲା ପଶ୍ଚିମାଞ୍ଚଳର ଆଦିବାସୀ ଅଧ୍ୟୁଷିତ ଟାକରା ଗ୍ରାମପଂଚାୟତର ଆଦିବାସୀ ମଂଗଳ ବିଭାଗ ଦ୍ୱାରା ପରିଚାଳିତ ବହୁ ପୁରାତନ ଟାକରା ସରକାରୀ ଉଚ୍ଚ ବିଦ୍ୟାଳୟକୁ ୫-ଟି ଅନ୍ତର୍ଭୁକ୍ତ କରାଯାଇଛି । ୫-ଟି ଅନ୍ତର୍ଭୁକ୍ତ ହେବା ଖବରପାଇ ପୁରାତନ ଛାତ୍ରଛାତ୍ରୀ ଓ
Read More...

ଠିପି ବନ୍ଦ ମଦ ଦୋକାନ ଚୋରି ଘଟଣାରେ ଜଣେ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ସହର ଗବରିଏଲଗୁଡ଼ା ନିକଟରେ ଥିବା ସରକାରି ଲାଇସେନ୍ସ ପ୍ରାପ୍ତ ଠିପି ବନ୍ଦ ମଦ ଦୋକାନରେ ଗତ ଜୁଲାଇ ୩୦ ତାରିଖ ରାତିରେ ଚୋରି ଘଟଣାରେ ଆଜି ନବରଙ୍ଗପୁର ପୋଲିସ ଜଣକୁ କୋର୍ଟ ଚାଲାଣ କରିଛି । ନବରଙ୍ଗପୁର ପୋଲିସ ସୂଚନା ମୁତାବକ ଗତ ଜୁଲାଇ ମାସ ୩୧ ତାରିଖରେ ଉକ୍ତ ମଦ
Read More...

ଲକ୍ଷ୍ମୀ ଡୁଙ୍ଗୁରୀରୁ ପଥର ଅତଡା ଖସିଲା, ଯାତାୟତ ପ୍ରଭାବିତ

ସମ୍ବଲପୁର: ଗତକାଲି ଠାରୁ ଲଗାଣ ବର୍ଷା ଫଳରେ ଏଠାକାର ଜନଜୀବନ ସହ ଯାତାୟତ ମଧ୍ୟ ପ୍ରଭାବିତ ହୋଇଛି । ନଗର ଉପକଣ୍ଠ ସ୍ଥିତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ଼ ଉପରୁ ପଥର ଅତଡା ଖସି ସଂଲଗ୍ନ ଜାତୀୟ ରାଜପଥ ୫୫ ଉପରେ ପଡ଼ିଥିବାରୁ ସେହି ବାଟରେ ଯାତାୟତ ପ୍ରଭାବିତ ହୋଇଛି । ପଥର ଖସିବା ଘଟଣା ପରଠାରୁ
Read More...