ସ୍ୱର୍ଗତ କାଉନସିଲର ଲେକଚର ବୁଲିଆନ ମେମୋରିଆଲ ଫୁଟବଲ ପ୍ରତିଯୋଗିତା ଉଦଘାଟିତ

ଘୁ.ଉଦୟଗିରି: ସ୍ଥାନୀୟ ଅଞ୍ଚଳର ଜଣେ ଜଣାଶୁଣା ରାଜନେତା ତଥା ଘୁ.ଉଦୟଗିରି ଏନଏସିର ୬ନଂ ୱାର୍ଡର ବିଜେଡି କାଉନସିଲର ଲେକଚର ବୁଲିଅନଙ୍କ ଗତ ମାସ ୧୪ ତାରିଖରେ ହୃଦଘାତରେ ବିୟୋଗ ହୋଇଥିଲା । ସେ ଜଣେ ଅତି ମିଷ୍ଠଭାଷୀ ଓ ସମସ୍ତଙ୍କ ସହ ମିଳାମିଶା ପ୍ରକୃତିର ନିର୍ଭୟ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ
Read More...

ସୁପ୍ରିମକୋର୍ଟରୁ ନୂପୁରଙ୍କୁ ଆଶ୍ୱସ୍ତି :
ଦିଲ୍ଲୀକୁ ସ୍ଥାନାନ୍ତର ହେବ ସମସ୍ତ ମାମଲା

ନୂଆଦିଲ୍ଲୀ: ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦୀୟ ହୋଇଥିବା ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଆଶ୍ୱସ୍ତି । ନୂପୁର ଶର୍ମାଙ୍କ ବିରୋଧରେ ଥିବା ସମସ୍ତ ମାମଲା ରାଜଧାନୀ ଦିଲ୍ଲୀକୁ ସ୍ଥାନାନ୍ତର ହେବ । ଆଜି ଏନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଦେଶର ବିଭିନ୍ନ ସ୍ଥାନରେ ତାଙ୍କ
Read More...

ପ୍ରଧାନ ବିଚାରପତିଭାବେ ନିଯୁକ୍ତ ହେଲେ ଜଷ୍ଟିସ ୟୁ ଲଳିତ

ନୂଆଦିଲ୍ଲୀ: ଜଷ୍ଟିସ ଉଦୟ ଉମେଶ ଲଳିତ ଭାରତର ୪୯ତମ ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ ହୋଇଛନ୍ତି । କେନ୍ଦ୍ର ସରକାର ଆଜି ଏହି ନିଯୁକ୍ତି ଦେଇଛନ୍ତି । ଜଷ୍ଟିସ୍‌ ୟୁୟୁ ଲଳିତଙ୍କୁ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବରେ ନିଯୁକ୍ତି ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଏକ
Read More...

କଂଗ୍ରେସକୁ କେବେ ବି ଲୋକେ ବିଶ୍ୱାସ କରିବେ ନାହିଁ : ମୋଦୀ

ନୂଆଦିଲ୍ଲୀ: ଯେତେ କଳାଯାଦୁ କଲେ ବି ଲୋକେ କଂଗ୍ରେସକୁ ବିଶ୍ୱାସ କରିବେନି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ପାନିପତରେ ୯୦୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଦ୍ୱିତୀୟ ପିଢିର (୨ଜି) ଇଥାନଲ ପ୍ଲାଣ୍ଟକୁ ଉଦଘାଟନ କରିବା ସମୟରେ ଏଭଳି କହିଛନ୍ତି । ଗତ କିଛି ଦିନ ହେଲାଣି ବିରୋଧୀ ଦଳ
Read More...

୭୬ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ,୧୦/୮- ୭୬ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଗତ ବର୍ଷ ପରି ଚଳିତବର୍ଷ ମଧ୍ୟ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ । ଏହି ଉପଲକ୍ଷେ ଭାରପ୍ରାପ୍ତ
Read More...

ରାକ୍ଷୀ ପୂର୍ଣ୍ଣିମା ପାଇଁ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ଏମିତି

ଭୁବନେଶ୍ୱର : ରାକ୍ଷୀ ପୂର୍ଣ୍ଣିମା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ରାଜ୍ୟ ବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କୋଭିଡକୁ ଦୃଷ୍ଟିରେ ରଖି ଗହଳି ନ କରି ଜନସାଧାରଣ ନିରାପଦରେ ରକ୍ଷା ବନ୍ଧନ ପର୍ବ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହିତ ଆଗାମୀ କାଲି ରକ୍ଷା ବନ୍ଧନ ପାଇଁ
Read More...

ନିରୀକ୍ଷଣ ଯୋଜନା, ଗର୍ଭବତୀ ମହିଳାଙ୍କୁ ମିଳିବ ମାଗଣା ଅଲଟ୍ରାସାଉଣ୍ଡ ସୁବିଧା

ଗଞ୍ଜାମ,୧୦/୮ : ଗଞ୍ଜାମ ଜିଲ୍ଲାରେ ମାତୃତ୍ୱକୁ ସୁରକ୍ଷିତ ରଖିବା ନେଇ ଆରମ୍ଭ କରାଯାଇଛି ନିରୀକ୍ଷଣ ଯୋଜନା । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ବ୍ରହ୍ମପୁରସ୍ଥିତ ସିଟି ହସ୍ପିଟାଲରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଜିଲ୍ଲା ପ୍ରଶାସନ ସବୁବେଳେ ମାତୃ ଏବଂ ଶିଶୁ ସୁରକ୍ଷା
Read More...

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି,୯ ଜଣ ଅଧିକାରୀଙ୍କ ଉପରେ…

ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି ।
Read More...

ଭୋଟର ପରିଚୟ ପତ୍ର ସଂଯୋଗ ପାଇଁ ଗରୁଡ ଆପ ମାଧ୍ୟମରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବୌଦ୍ଧ,୧୦/୮- ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଏବଂ ଆଧାର ସହିତ ନିଜର ଭୋଟର ପରିଚୟ ପତ୍ର ସଂଯୋଗ ପାଇଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗରୁଡ ଆପ ମାଧ୍ୟମରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସହକାରୀ ଭୋଟର ପଞ୍ଜିକରଣ ଅଧିକାରୀ
Read More...

ଭୂତ ଖାଇଗଲା ଭତ୍ତା ଟଙ୍କା, ସରକାରୀ କର୍ମଚାରୀଙ୍କ ଗୁମର ଖୋଲିଲେ ଆଉ ଜଣେ ସରକାରୀ କର୍ମଚାରୀ

ବାଲିଗୁଡ଼ା: ଭୂତ ଖାଇଗଲା ଭତ୍ତା ଟଙ୍କା । ଶେଷରେ ଅର୍ଥଲୋଭୀ ସରକାରୀ କର୍ମଚାରୀ ମୃତ୍ୟୁବରଣ କରିଥିବା ଲୋକଙ୍କୁ ମଧ୍ୟ ଛାଡ଼ିଲେନି । ମୃତ ଲୋକଙ୍କୁ ଜୀବିତ ଦର୍ଶାଇ ବର୍ଷବର୍ଷ ଧରି ଭତ୍ତା ଟଙ୍କା ଖାଇଗଲେ । ହେଲେ ଏହି ସରକାରୀ ବାବୁଙ୍କ ଗୁମର ଖୋଲିଛନ୍ତି ଆଉ ଜଣେ ସରକାରୀ ବାବୁ । ଆଜ୍ଞା ହଁ
Read More...