ଆଲୋକୀକରଣ ହେଲା ଅଠରନଳା, ସ୍ଥାନ ପାଇଛି ତ୍ରିରଙ୍ଗା ପତାକା

ପୁରୀ : ଆଜାଦୀକା ଅମୃତ ମହୋତ୍ସବ ଅବସରରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ପୁରୀର ଐତିହ୍ୟ ସମ୍ପନ୍ନ ଅଠରନଳାକୁ ଆଲୋକୀକରଣ କରାଯାଇଛି । ଏହି ଆଲୋକୀକରଣରେ ତ୍ରିରଙ୍ଗା ପତାକା ସ୍ଥାନିତ ହୋଇଛି । ଅତ୍ୟାଧୁନିକ ଲାଇଟିଙ୍ଗ ମାଧ୍ୟମରେ ତ୍ରିରଙ୍ଗାକୁ ସ୍ଥାନ ଦିଆଯାଇଛି । ଏହାସହ
Read More...

କାରକୁ ପୋଡିଦେଲେ ଦୁର୍ବୃତ୍ତ

ପୁରୀ : ସଦରଥାନା ଅନ୍ତର୍ଗତ ମୁକୁନ୍ଦମିଶ୍ର ନଗରରେ ଏକ କାରକୁ ଦୁର୍ବୃତ୍ତ ମାନେ ପୋଡିଦେଇଛନ୍ତି । ସୂଚନା ମୁତାବକ ରାତି ୨ଟା ୩୦ ସମୟରେ ଖଣ୍ଡିଆବନ୍ଦର ୨ ଜଣ ଦୁର୍ବୃତ୍ତ ଆସି ସୁଶୀଲ ଖୁଣ୍ଟିଆଙ୍କ ଘର ଆଗରେ ଥିବା କାରଟିକୁ ନିଆଁ ଲଗାଇ ଫେରାର ହୋଇଯାଇଥିଲେ । ଯାହା କି ଘଟଣା ସମ୍ପୂର୍ଣ୍ଣ
Read More...

ଆନ୍ତଃ ଜିଲ୍ଲା କିନ୍ନର ସମାଜ ସମ୍ମିଳନୀ ଅନୁଷ୍ଠିତ

ନବରଙ୍ଗପୁର : ଜିଲ୍ଲା ସଦର ମହକୁମାର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଆନ୍ତଃ ଜିଲ୍ଲା କିନ୍ନର ସମାଜ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଳାହାଣ୍ଡି, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାର ଶତାଧିକ କିନ୍ନର ଯୋଗ ଦେଇଥିଲେ । ନବରଙ୍ଗପୁର ଜିଲ୍ଲା କିନ୍ନର ସଙ୍ଘର ସଭାପତି କାଜଲ କିନ୍ନର
Read More...

କଣ୍ଟାବାଞ୍ଜି ସରସ୍ୱତୀ ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ପ୍ରଦର୍ଶନୀ ଆୟୋଜନ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସରସ୍ୱତୀ ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ପ୍ରଦର୍ଶନୀ ର ଆୟୋଜନ ହୋଇଥିଲା ଏହି ପ୍ରଦର୍ଶନୀରେ ଶିଶୁ ବାଟିକାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ପ୍ରଧାନ ଅଧ୍ୟାପକ ଯୁବରାଜ ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
Read More...

ଏସିଆ କପ୍‌ ବିଜେତାଙ୍କ ତାଲିକା, ଜାଣନ୍ତୁ କେଉଁ ଦଳ ଜିତିଛି ଅଧିକ ଟାଇଟଲ

ନୂଆଦିଲ୍ଲୀ : ୟୁଏଇରେ ୨୭ ଅଗଷ୍ଟରୁ ଏସିଆ କପ୍‌ର ୧୫ ତମ ସିଜନ୍‌ ଆରମ୍ଭ ହେବାକୁ ଯାଉଛି । ଏହା ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ଦ୍ୱାରା ଆୟୋଜିତ ହୋଇଛି ଯେଉଁଥିରେ ସମୁଦାୟ ୬ଟି ଦଳ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଏହି ଦଳ ମଧ୍ୟରୁ ପାଞ୍ଚଟି ଘୋଷଣା ହୋଇଥିବାବେଳେ ଗୋଟିଏ ଦଳ ଯୋଗ୍ୟତା
Read More...

କେଜ୍ରିୱାଲଙ୍କ ଟାର୍ଗେଟ୍‌ରେ ଏହି ୯ ରାଜ୍ୟ, ପ୍ରସ୍ତୁତ କଲେଣି ବ୍ଲୁ ପ୍ରିଣ୍ଟ

ନୂଆଦିଲ୍ଲୀ : ଦିଲ୍ଲୀ ଏବଂ ପଞ୍ଜାବରେ କ୍ଷମତା ହାସଲ କରିବା ପରେ ଗୁଜୁରାଟ ଏବଂ ହିମାଚଳ ବିଧାନସଭା ନିର୍ବାଚନରେ ଆମ୍‌ ଆଦମୀ ପାର୍ଟି (ଆପ) ଦୃଢ ଭାବରେ ଲଢିବ । ନିକଟରେ ମଧ୍ୟପ୍ରଦେଶ ସ୍ଥାନୀୟ ନିର୍ବାଚନରେ ମଧ୍ୟ ଏହାର ଭଲ ପ୍ରଦର୍ଶନ ଦ୍ୱାରା ଦଳ ଉତ୍ସାହିତ ହୋଇଛି । ଅରବିନ୍ଦ କେଜ୍ରିୱାଲଙ୍କ
Read More...

ଶାଳଗଛ ପଡ଼ି ଦଶପଲ୍ଲା-ଭଞ୍ଜନଗର ରାଜପଥ ଅବରୋଧ

ଦଶପଲ୍ଲା : ୪ ଦିନଧରି ଅଚାନକ ବର୍ଷାଯୋଗୁଁ ଦଶପଲ୍ଲା ଅଂଚଳର ଅନେକ ସ୍ଥାନରେ ବହୁ କ୍ଷୟକ୍ଷତି ଘଟିଥିବା ଦେଖିବାକୁ ମିଳିଛି । କେଉଁଠି ମୁଖ୍ୟ ରାସ୍ତାରେ ଘାଇ ସୃଷ୍ଟି ହେଲାଣି ତ ପୁଣି କେଉଁଠି ଫସଲ କ୍ଷତି ଘଟିଲାଣି । ଏଭଳି ସ୍ଥିତିରେ ଗତକାଲି ଅପରାହ୍ନରେ ଦଶପଲ୍ଲା -ଭଞ୍ଜନଗର ରାସ୍ତାର
Read More...

ଅବସରପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକଙ୍କ ଶ୍ରଦ୍ଧାଞ୍ଜଳି ସଭା

ଚଣ୍ଡିଖୋଲ : ବଡ଼ଚଣା ବ୍ଲକ ଅନ୍ତର୍ଗତ ସୁଙ୍ଗୁଡ଼ା ପଞ୍ଚାୟତ ସୁଙ୍ଗୁଡ଼ା ଗ୍ରାମର ଅବସରପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ପଦ୍ମଚରଣ ନାୟକ ନିକ ସାରଙ୍କ ଜନ୍ମସ୍ଥାନ ସୁଙ୍ଗୁଡ଼ା ଠାରେ ଏକଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଅଭିମନ୍ୟୁ ଧଳ ସମରେନ୍ଦ୍ର
Read More...

ଏକକ ବିଦ୍ୟାଳୟ ଶୌର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ

ନବରଙ୍ଗପୁର:- ସ୍ଥାନୀୟ ଆଁଉଳୀସ୍ଥିତ ଗୋଶାଳା ପରିସର ମଧ୍ୟରେ ଏକକ ଅଭିଯାନର ଉଦଯାପନ ଉତ୍ସବ ସମାପ୍ତ ହୋଇଛି । ଅନ୍ତିମ ସତ୍ରରେ ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତ ପ୍ରଶାସନିକ ପ୍ରମୁଖ ସର୍ବେଶ୍ୱର ତ୍ରିପାଠୀ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶେଷ ଅଭିଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା
Read More...

ସର୍ବସାଧାରଣ ରାସ୍ତା ଅବରୋଧ ନେଇ ଦାବିପତ୍ର ପ୍ରଦାନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକର ଚକାପାଦ ତହିସଲ ଅନ୍ତର୍ଗତ କୁସୁମେଣ୍ଡି ଗ୍ରାମର ପର କୁସୁମେଶି ମୌଯାସ୍ଥିତ କୁସୁମେଢି ଛକ ଠାରୁ କାମନା ଘର ଦେଇ ଯାଇଥିବା ସର୍ବସାଧାରଣ ରାସ୍ତା ଅବରୋଧ ହୋଇଥିବାରୁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ଗ୍ରାମବାସୀ
Read More...