ପୂର୍ବତନ ଦକ୍ଷିଣ ଆଫ୍ରିକା ସ୍ପିନରଙ୍କ ମୃତ୍ୟୁ

0 567

ଜୋହାନ୍ସବର୍ଗ: ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଯୋଗୁଁ ଦକ୍ଷିଣ ଆଫ୍ରିକାର ଜ୍ୟାକି ଡୁ ପ୍ରେଜ୍ ଗତକାଲି ମୃତ୍ୟୁବରଣ କରିଛନ୍ତି । ତାଙ୍କର ହାର୍ଟ ସମସ୍ୟା କିଛିଦିନ ହେଲା ଦେଖାଦେଇଥିଲା । ଗତକାଲି ସେ ନିଜ ସହର ଜିମ୍ବାୱେର ହରାରେଠାରେ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି । କ୍ରିକେଟ୍ ସାଉଥ୍ ଆଫ୍ରିକାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜେମ୍ସ ଫଲ ଓ ଅନ୍ୟାନ୍ୟ କ୍ରିକେଟ୍ ପ୍ରେମୀ, କ୍ରିକେଟ୍ ସଂଗଠନ ଆଦି ଜ୍ୟାକିଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

2 + eleven =