କୋଭିଡ୍‌-୧୯ ଖର୍ଚ୍ଚ ପାଣ୍ଠି ପାଇଁ ସୋହେବ ଦେଲେ ଏପରି ମତ

0 646

ନୂଆଦିଲ୍ଲୀ : ବର୍ତ୍ତମାନ ସାରା ବିଶ୍ୱ କରୋନା ଭଳି ମହାମାରୀରେ ଗ୍ରାସି ରହିଥିବା ବେଳେ ଏହାକୁ ମୁକାବିଲା କରିବା ପାଇଁ ପାଣ୍ଠି ଆବଶ୍ୟକ ପଡୁଛି । ତେଣୁ ପ୍ରତ୍ୟେକ ଦେଶରେ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ମଧ୍ୟ ସହାୟତାର ସୂଅ ଛୁଟୁଛି । ଏଭଳି ସ୍ଥିତିରେ ଆହୁରି ଅଧିକ ପାଣ୍ଠି ଯୋଗାଡ଼ ପାଇଁ ଭାରତ-ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ କଲେ ଅଧିକ ପାଣ୍ଠି ସଂଗ୍ରହ ହୋଇପାରିବ ବୋଲି ସେ ମତପ୍ରକାଶ କରିଛନ୍ତି । ତାଙ୍କ ମତରେ ଭାରତ-ପାକିସ୍ତାନ ପାରମ୍ପରିକ ପ୍ରତିଦ୍ୱନ୍ଦୀ ହୋଇଥିବାରୁ ଏହି ମ୍ୟାଚ୍ ହେଲେ ଅଧିକ ଦର୍ଶକ ଏହାକୁ ଟିଭିରେ ଉପଭୋଗ କରିପାରିବେ । ତାଙ୍କ କହିବା କଥା ୨୦୦୭ ମସିହା ଏସିଆ କପ୍ ପରଠାରୁ ଭାରତ-ପାକିସ୍ତାନ ମଧ୍ୟରେ ଖେଳ ହୋଇନାହିଁ । ଏଭଳି କଲେ ଅଧିକ ପାଣ୍ଠି ଯୋଗାଡ଼ ହୋଇପାରିବ ବୋଲି ସେ ମତ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

two × 2 =