ପାରଳା ବିଧାୟକ କେ ନାରାୟଣ ରାଓ ମେଡ଼ିକାଲ କର୍ମଚାରୀ ଓ ରୋଗୀଙ୍କୁ ଖାଦ୍ୟ,ଫଳ,ପାଣି ବୋତଲ ପ୍ରଦାନ କଲେ

0 395

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ପାରଳା ବିଧାୟକ କେ ନାରାୟଣ ରାଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଓ ଉପସ୍ଥିତ ରୋଗୀ ମାନଙ୍କୁ ଖାଦ୍ୟ ଫଳ, ବିସ୍କୁଟ ଓ ପାଣି ବୋତଲ ପ୍ରଦାନ କରିଛନ୍ତି।ତତ ସଙ୍ଗେ ସଙ୍ଗେ କହିଛନ୍ତି ଆମ ଜିଲ୍ଲାରେ ଚିକିତ୍ସା ବିଭାଗର କର୍ମଚାରୀ ମାନେ ଦିନ ରାତି କାର୍ଯ୍ୟରତ ରହି ରୋଗୀଙ୍କୁ ସେବାଯୋଗାଇ ଥିବାରୁ ଧନ୍ୟବାଦ ଜଣାଇଛନ୍ତି। ଲୋକଙ୍କୁ ଘରେ ରହି ସୁସ୍ଥ ରୁହନ୍ତୁ।ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଗାଇଡ଼ ଲାଇନକୁ ମାନନ୍ତୁ। ତାହେଲେ ଆମେ କୋରନା ମହାମାରି ଠାରୁ ଜିତି ପାରିବା ଓ ସୁସ୍ଥ ରହିବା ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ପୌରପରିସଦ ଅଧ୍ୟକ୍ଷ ସହ ବହୁ କର୍ମୀ ଉପସ୍ଥିତ ଥିଲେ।

hiranchal ad1
Leave A Reply

Your email address will not be published.

14 + 4 =