ଧୋନିଙ୍କ ପାଇଁ ରାଇନା କ’ଣ କହିଲେ ଜାଣନ୍ତୁ

0 94

ନୂଆଦିଲ୍ଲୀ : ଧୋନି ଆଇପିଏଲ୍ ଖେଳିବେ କି ନାହିଁ ସେ ନେଇ ସବୁ ମହଲରେ ଏବେ ଚର୍ଚ୍ଚା । କିନ୍ତୁ ଆଇପିଏଲ୍‌ରେ ଧୋନି କିପରି ଖେଳିବା ଦରକାର କେଉଁ ଅର୍ଡ଼ରରେ ଆସିବା ଦରକାର ତାହାକୁ ନେଇ ମୁହଁ ଖୋଲିଛନ୍ତି ଭାରତୀୟ ମଧ୍ୟବର୍ତ୍ତୀ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନ୍ । ସେ କହିଛନ୍ତି ଯେ, ଧୋନି ତାଙ୍କ ବ୍ୟାଟିଂ ଷ୍ଟାଇଲରେ ପରିବର୍ତ୍ତନ କରିବା ଆବଶ୍ୟକ । ଧୋନିଙ୍କୁ ପ୍ରଶଂସା କରି ସେ ଆହୁରି କହିଛନ୍ତି ଯେ, ଧୋନିଙ୍କ ପାଇଁ କ୍ରିକେଟ୍ ଖେଳିବା ସମୟ ଶେଷ ହୋଇନାହିଁ । ତାଙ୍କଠାରେ ଆହୁରି ସାମର୍ଥ୍ୟ ଓ ଇଚ୍ଛା ଶକ୍ତି ରହିଛି । ତେଣୁ ତାଙ୍କ ବ୍ୟାଟିଂ ଷ୍ଟାଇଲରେ ପରିବର୍ତ୍ତନ କରିବା ପାଇଁ ସେ ଧୋନିଙ୍କୁ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

three × 4 =