ଦୁଇ ଗୁରୁଙ୍କ କଥା କହିଲେ ସାମି

0 70

ନୂଆଦିଲ୍ଲୀ : ଆଜି ମୁଁ ଯଦି ଦେଶର ଜଣେ ଭଲ ପେସର ଭାବେ ଗଣାହୋଇଥାଏ ତେବେ ପାକିସ୍ତାନ ୱାସିମ୍ ଆକ୍ରମ ଓ ଭାରତୀୟ ପେସର ଜାହିର ଖାଁଙ୍କୁ ମୁଁ ଧନ୍ୟବାଦ ଦେବି ବୋଲି କହିଛନ୍ତି ଭାରତୀୟ ପେସର ମହମ୍ମଦ ସାମି । ସେ ଏକ ଇନଷ୍ଟେଗ୍ରାମ ଜରିଆରେ ମନୋଜ ତିୱାରୀଙ୍କ ନିକଟକୁ ପଠାଇ ଏହା ଉଲ୍ଲେଖ କରିଛନ୍ତି ଯେ, ଉଭୟ ୱାସିମ୍ ଓ ଜାହିର ବାମହାତୀ ବୋଲର ହୋଇଥିବାରୁ ମୁଁ ତାଙ୍କଠାରୁ ବୋଲିଂ ଟେକନିକ୍ ଶିକ୍ଷାଲାଭ କରିବା ପାଇଁ ବହୁତ ଭଲ ଲାଗୁଥିଲା ଏବଂ ମୁଁ ସେମାନଙ୍କଠାରୁ ମଧ୍ୟ ଶିକ୍ଷାଲାଭ କରିଥିଲି । ସେ ନିଜ କଥା କହିବା ସହିତ ବ୍ୟାଟିଂ ଲାଇନରେ ବୀରେନ୍ଦ୍ର ସେହ୍ୱାଗ ଓ ସଚିନ୍ ତେନ୍ଦୁଲକର ଯୋଡ଼ି ସବୁଠାରୁ ଭଲ ଯୋଡ଼ି ବୋଲି କହିଥିଲେ । ସାମି ପୁଣି କହିଲେ ଯେ, ଆଇପିଏଲ୍‌ରେ କୋଲକାତା ନାଇଟ୍ ରାଇଡର୍ସ ଖେଳିବା ବେଳେ ପାକିସ୍ତାନ ବାମହାତୀ ପେସର ୱାସିମ୍ ଆକ୍ରମଙ୍କ ବୋଲିଂ ଶୈଳୀକୁ ଅନୁସରଣ କରିଥାଏ ବୋଲି ସାମି କହିଛନ୍ତି ।

hiranchal ad1
Leave A Reply

Your email address will not be published.

12 + 4 =