ସ୍ୱଦେଶ ଫେରନ୍ତା ଦକ୍ଷଣ ଆଫ୍ରିକୀୟ ଖେଳାଳି ନେଗେଟିଭ୍‌

0 119

ଜୋହାନ୍ସବର୍ଗ : ଦିନିକିଆ ସିରିଜ୍ ଖେଳିବା ପାଇଁ ଭାରତ ଆସିଥିବା ଦକ୍ଷିଣ ଆଫ୍ରିକାର କ୍ରିକେଟରମାନେ ଇତି ମଧ୍ୟରେ ସ୍ୱଦେଶ ଫେରିଯାଇଛନ୍ତି । ସ୍ୱଦେଶରେ ଫେରିବା ପରେ ସେମାନଙ୍କର ଟେଷ୍ଟ କରାଯାଇଥିଲା । ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି । ଦଳର ମୁଖ୍ୟ ମେଡିକାଲ ଅଫିସର ସୁଏବ ମଂଜ୍ରା ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ଖେଳାଳିମାନେ ମାର୍ଚ୍ଚ ୧୮ରେ ସ୍ୱଦେଶ ଫେରିଥିଲେ । ବିମାନବନ୍ଦରରେ ସମସ୍ତଙ୍କର ପରୀକ୍ଷା କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

16 − fifteen =