ଓଡ଼ିଶାବାସୀଙ୍କୁ ଓଡ଼ିଆ ନବବର୍ଷର ଶୁଭକାମନା

0 639

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶାବାସୀଙ୍କୁ ନବବର୍ଷ ଅବସରରେ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ସେ ଏହି ଅବସରରେ ଓଡ଼ିଶାବାସୀ ବର୍ଷ ସାରା ଖୁସିରେ ରୁହନ୍ତୁ ଓ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରହୁ ବୋଲି ପ୍ରାର୍ଥନା କରିଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ ମହାବିଷୁବ ପଣା ସଂକ୍ରାନ୍ତିର ଅଭିନନ୍ଦନ ମଧ୍ୟ ଓଡ଼ିଶାବାସୀଙ୍କୁ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

twelve − eleven =