ଲକ୍‌ଡାଉନ୍ ନିୟମ ଭାଙ୍ଗି ୨୪ ଘଣ୍ଟାରେ ୨୪୫ଟି ମାମଲା ରୁଜୁ

0 652

ଭୁବନେଶ୍ୱର : ଲକ୍‌ଡାଉନ୍ ନିୟମ ଭାଙ୍ଗି ଗତକାଲି ସକାଳୁ ଆଜି ସକାଳ ମଧ୍ୟରେ ୨୪୫ଟି ମାମଲା ରୁଜୁ ହୋଇଛି ବୋଲି ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ଟୁଇଟ୍ ଯୋଗେ ଜଣାଇଛନ୍ତି । ସେ କହିଛନ୍ତି ଯେ, କୋଭିଡ୍‌-୧୯ ନିୟମ ଭାଙ୍ଗି ୬ଟି ମାମଲା ରୁଜୁ ହୋଇଥିଲା ବେଳେ ହୋମ କ୍ୱାରେଣ୍ଟାଇନ୍ ନିୟମ ଭାଙ୍ଗି ୧୦ଟି ମାମଲା ରୁଜୁ ହୋଇଛି । ଏଣୁ ଲୋକେ ନିୟମ ନଭଙ୍ଗିବା ପାଇଁ ସେ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

3 × one =