ପିପିଲି ରାଜରାସ୍ତା ପାର୍ଶ୍ୱରେ ମଣିଷ କଙ୍କାଳ

0 56

ପୁରୀ : ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥ ତେଇଶିପୁର ନିକଟ ପେଟ୍ରୋଲ ପମ୍ପ ସମ୍ମୁଖ ଏକ ଘରୋଇ ଜମିରୁ ନର କଙ୍କାଳ ଦେଖିବାକୁ ମିଳିଛି । ବହୁଦିନ ହେବ ପଡ଼ିଆ ପଡ଼ିଥିବା ଜମିକୁ ଜେସିବି ଦ୍ୱାରା ସଫା କରୁଥିବା ବେଳେ ଏହି ମଣିଷ କଙ୍କାଳଟି ପଡ଼ିଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଥିବା ବେଳେ ଏ ସ୍ଥାନକୁ ନର କଙ୍କାଳ କିପରି ଆସିଲା ତାହା ଜନସାଧାରଣଙ୍କ ଭିତରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

hiranchal ad1
Leave A Reply

Your email address will not be published.

12 + 2 =