ନୟାଗଡ଼ ରାମେଶ୍ୱର ସାହିରୁ କିନ୍ନରଙ୍କ ମୃତଦେହ ଉଦ୍ଧାର

0 94

ଦଶପଲ୍ଲା : ନୟାଗଡ଼ ରାମେଶ୍ୱର ସାହି ସ୍ଥିତ ମଙ୍ଗଳା ସାହିର ଏକ ଘରୁ ଜଣେ କିନ୍ନରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେ ଆତ୍ମହତ୍ୟା କରିଥିବା ଶୁଣିବାକୁ ମିଳୁଥିବା ବେଳେ ତାଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ ମଧ୍ୟ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହ ରାଜପାଟଣା ଗ୍ରାମର ଚିତ୍ତ ସାହୁଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି । ମୃତ କିନ୍ନର ଜଣଙ୍କ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଚନ୍ଦ୍ରଶେଖରପୁର ଗ୍ରାମର ବିଜୟ କୁମାର ମଲ୍ଲିକ (ଅଙ୍କିତା) ବୋଲି ଜଣାପଡିଛି ।

hiranchal ad1
Leave A Reply

Your email address will not be published.

three × three =