ବଲାଙ୍ଗିର, ବରଗଡ, ସୋନପୁର ଓ କନ୍ଧମାଳ ଗସ୍ତରେ ମୁଖ୍ୟ ଶାସନସଚିବ ଓ ୫-ଟି ସଚିବ

0 431

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ୫-ଟି ସଚିବ ଭିକେ ପାଣ୍ଡିଆନ ଆଜି ହଠାତ୍ ପଶ୍ଚିମ ଓଡିଶାର ବଲାଙ୍ଗୀର, ବରଗଡ, ସୋନପୁର ଓ କନ୍ଧମାଳ ଜିଲ୍ଲା ଗସ୍ତ କରିଛନ୍ତି । ସେମାନେ ପ୍ରଥମେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ପରେ ଅନ୍ୟ ନିର୍ଦ୍ଧାରିତ ଜିଲ୍ଲାଗୁଡିକୁ ଗସ୍ତ କରି ସେଠାରେ କରୋନା ରୋଗୀଙ୍କ ପାଇଁ ପ୍ରସ୍ତୁତ ଥିବା କୋଭିଡ-୧୯ ହସ୍ପିଟାଲ ଗୁଡିକର କାର୍ଯ୍ୟକାରିତା ସମୀକ୍ଷା କରିବେ । ଏହା ବ୍ୟତୀତ ଆଗାମୀ ରବିଋତୁ ପାଇଁ କୃଷି ପ୍ରସ୍ତୁତି ଓ ମଣ୍ଡି ସମସ୍ୟା ସଂପର୍କରେ ମଧ୍ୟ ଆଲୋଚନା କରିବେ ବୋଲି ଜଣାପଡିଛି ।

hiranchal ad1
Leave A Reply

Your email address will not be published.

13 + eighteen =