ପାରାଦ୍ୱୀପ କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ୫-ଟି ସଚିବ

0 231

ପାରାଦ୍ୱୀପ : ଆଜି ଦିବା ୧୨ ଘଟିକା ସମୟରେ ପାରାଦ୍ୱୀପ କୋଭିଡ-୧୯ ହସ୍ପିଟାଲର ଭିତ୍ତିଭୂମି ପରିଦର୍ଶନ ପାଇଁ ପାରାଦ୍ୱୀପ ସ୍ଥିତ ବିଜୁ ଯାତ୍ରୀନିବାସରେ ୫-ଟି ସଚିବ ଭି.କେ ପାଣ୍ଡିଆନ ଓ ଅତିରିକ୍ତ ଶାସନ ସଚିବ ତଥା ଉନ୍ନୟନ କମିଶନର ସୁରେଶଚନ୍ଦ୍ର ମହାପାତ୍ର ପହଞ୍ଚିବା ସହ କୋଭିଡ-୧୯ ହସ୍ପିଟାଲର ଭିତ୍ତିଭୂମି ପରିଦର୍ଶନ କରିବା ସହ ଏହା ଆସନ୍ତା ୨୦ ତାରିଖରେ ଉଦଘାଟନ ହେବ ବୋଲି କହିଥିଲେ । ୫-ଟି ସଚିବ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେଲିକେପ୍ଟର ଯୋଗେ ପ୍ରଥମେ ପାରାଦ୍ୱୀପର ବିଜୁ ମଇଦାନ ସ୍ଥିତ ହେଲିପ୍ୟାଡରେ ଓହ୍ଲାଇ ଥିଲେ । ସେଠାରେଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ତାଙ୍କୁ ସ୍ୱାଗତ କରିଥିଲେ । ପରେ ଉଭୟେ କୋଭିଡ ହସ୍ପିଟାଲକୁ ଯାଇଥିଲେ ।

hiranchal ad1
Leave A Reply

Your email address will not be published.

two × 3 =