ନିୟମିତ ହେବେ ଠିକା ଡାଟାଏଣ୍ଟ୍ରି ଅପରେଟର

0 399

କଟକ: ଠିକା ଡାଟାଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ହାଇକୋର୍ଟ ଆଜି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଆଉଟସୋର୍ସିଂ ଜରିଆରେ ୪ଟି ବିଭାଗର କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ଏଥିରେ ଉପକୃତ ହେବ । ଲୋକସେବା ଭବନ, ଗୋପବନ୍ଧୁ ଏକାଡେମୀ, ସବରେଜିଷ୍ଟ୍ରି, ଲୋକାଲ ଫଣ୍ଡ ଅଡିଟରେ କାର୍ଯ୍ୟରତ ଠିକା ଡାଟା ଏଣ୍ଟ୍ରି ଅପରେଟର ନିୟମିତ ହେବେ ବୋଲି କୋର୍ଟ ଆଜି କହିଛନ୍ତି । ଏହାଦ୍ୱାରା ଏହି ୪ଟି ବିଭାଗର ୧୫ଶହ ଠିକା କର୍ମଚାରୀ ଉପକୃତ ହେବ ବୋଲି କୁହାଯାଉଛି । ଆସନ୍ତା ତିନି ମାସର ନିୟମିତ ସହ ସମସ୍ତ ସୁବିଧାସୁଯୋଗ ଦେବାକୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

5 × 4 =