ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

0 951

hiring

ବୌଦ୍ଧ,୨୮/୯ – ଆଜି ସକାଳେ ଜାତୀୟ ରାଜପଥ ନମ୍ବର୍ 57 ର ନୂଆପଡ଼ା ବ୍ରିଜ ନିକଟରେ ବାଇଗଣ ବୋଝେଇ ଗୋଟିଏ ଆଇଚର୍ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର ସମୟରେ ବଲାଙ୍ଗୀରରୁ କଟକ ଅଭିମୁଖେ ଯାଉଥିବା ଗୋଟିଏ ବାଇଗଣ ବୋଝେଇ ଟ୍ରକ ଓଡି 05 ଏଏସ 5786 ଭାରସାମ୍ୟ ହରାଇ ନୂଆପଡ଼ା ପୋଲ ନିକଟରେ ରାସ୍ତା ତଳକୁ ଖସି ଓଲଟି ପଡିଥିଲା l ଗାଡ଼ିରେ ଥିବା ଡ୍ରାଇଭର ଓ ଖଲାସୀ ସୌଭାଗ୍ୟ ବଶତଃ ବର୍ତ୍ତି ଯାଇଥିବା ଜଣାପଡିଛି l

hiranchal ad1
Leave A Reply

Your email address will not be published.

18 + one =