କେନ୍ଦୁଝର, ବାଲେଶ୍ୱର ଓ ବାରିପଦା କୋଭିଡ୍ ହସ୍ପିଟାଲ ହେଲା କାର୍ଯ୍ୟକ୍ଷମ: ବୁଲି ଦେଖିଲେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ

0 152

ଭୁବନେଶ୍ୱର : ରେକର୍ଡ଼ ସମୟ ମଧ୍ୟରେ ତିନି କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଥିବାରୁ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ସନ୍ତୋଷ ପ୍ରକାଶ କରିଛନ୍ତି । ଆଜି ଏହି ତିନି ହସ୍ପିଟାଲ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ବୁଲି ଦେଖିବା ସହିତ ଏହାର କାର୍ଯ୍ୟକାରିତା ସଂପର୍କରେ ଜିଲ୍ଲା ପ୍ରଶାସନ ଓ କୋଭିଡ୍ ହସ୍ପିଟାଲର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, କୋଭିଡ୍ ହସ୍ପିଟାଲ୍ ପ୍ରତିଷ୍ଠାରେ ଦେଶରେ ରାଜ୍ୟ ଏକ ନମ୍ବର ହୋଇଥିବା ବେଳେ ଏବେ ରାଜ୍ୟର ୧୯ଟି ଜିଲ୍ଲାରେ ୨୧ଟି ହସ୍ପିଟାଲ କାର୍ଯ୍ୟକାରୀ ହେଲାଣି ।

hiranchal ad1
Leave A Reply

Your email address will not be published.

9 + nine =