ପିପିଲିରେ ବିଜେପିର ରାସ୍ତାରୋକ

0 85

ପୁରୀ : ପିପିଲିରେ ରାଜନୈତିକ ଅଶାନ୍ତି । ବିଜେପି ପତାକା ଚିରିବା ଓ ପ୍ରଚାର ଗାଡ଼ି କୁ ବାଡେଇବା ଅଭିଯୋଗରେ ରାସ୍ତାରୋକ କଲେ ବିଜେପି କର୍ମୀ । ପିପିଲି କଣ୍ଟି ବାରିମୂଳ ଛକରେ ପ୍ରଚାର ଗାଡି ଡ୍ରାଇଭରକୁ ବିଜେଡ଼ି କର୍ମୀ ବାଡେଇବା ଅଭିଯୋଗରେ ପିପିଲି-ଜଟଣୀ ରାସ୍ତା ଅବରୋଧ କରିଥିଲା ବିଜେପି କର୍ମୀ । ଘଟଣା ସ୍ଥଳରେ ପିପିଲି ପୋଲିସ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିବା ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଥିଲା ।
ସେପଟେ ଏ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ବିଜେଡ଼ି ଏଭଳି ଆଚରଣ ଜାରି ରହିଲେ ପିପିଲି ଉପନିର୍ବାଚନରେ ବିଜେଡି କୌଣସି ପ୍ରଚାର ଗାଡି ପ୍ରଚାର କରି ପାରିବ ନାହିଁ ।

hiranchal ad1
Leave A Reply

Your email address will not be published.

five + 3 =