ନବରଙ୍ଗପୁର ଡ଼ିଏଫଓଙ୍କ ବଦଳି, ତାଙ୍କ ସ୍ଥାନରେ ଅନୁଗୁଳ ଡ଼ିଏଫଓ ଯୋଗଦେବେ

0 79

ନବରଙ୍ଗପୁର: ନବରଙ୍ଗପୁର ଡ଼ିଏଫଓ ମଗର ଧନାଜୀ ରାଉସଙ୍କ ବଦଳି ଆଦେଶ ହୋଇଥିବା ବେଳେ ତାଙ୍କ ସ୍ଥାନରେ ଅନୁଗୁଳ ଡ଼ିଏଫଓ ପ୍ରସନ୍ନ କୁମାର ବେହେରା ଯୋଗଦେବେ । ଏନେଇ ଓଡିଶା ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ସରକାର ତରଫରୁ ବିଜ୍ଞପ୍ତି ଜାରି ହୋଇଛି । ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟରତ ଡ଼ିଏଫଓ ମଗର ଧନାଜୀ ରାଉସ ଗତ ୨୦୨୦ ମସିହା ଫେବୃଆରୀ ମାସରେ ନବରଙ୍ଗପୁରଠାରେ କାର୍ଯ୍ୟଭାର ସମ୍ଭାଳିଥିଲେ । ସେ ପ୍ରାୟ ଏକ ବର୍ଷ ୧୦ମାସ କାଳ ରହିଥିଲେ ।

hiranchal ad1
Leave A Reply

Your email address will not be published.

14 − 4 =