ସପ୍ତାହିକ ହାଟରେ ମା ମାଉଳୀ ଯୁବକ ସଂଘ ପକ୍ଷରୁ ମାସ୍କ ବଣ୍ଟନ

0 105

ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କନ୍ଧପଡା ପଞ୍ଚାୟତ ର ବେଲାଦୁଲା ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ମା ମାଉଳୀ ଯୁବକ ସଂଘ ପକ୍ଷରୁ ଗାଁ ର ସାପ୍ତାହିକ ହାଟରେ ମାସ୍କ ବଣ୍ଟନକରାଯାଇଛି । ହାଟ କୁ ଆସୁଥିବା ସମସ୍ତ ଚାଷୀ ଙ୍କୁ ମାସ୍କ ଦିଆ ଯାଇଛି । ଏହା ପୂର୍ବରୁ ମଧ୍ୟ ଅନେକ ଗାଁ ରେ ପୋଲିସ ଅଧିକାରୀ , ସାମ୍ବାଦିକ ଆଦି ଅନେକ ଙ୍କୁ ଦିଆଯାଇଛି ।

hiring

ନେହେରୁ ଯୁବ କେନ୍ଦ୍ର ର ଜାତୀୟ ଯୁବ ସ୍ବେଛାସେବୀ ତଥା ଅନୁଷ୍ଠାନ ର ଉପଦେଷ୍ଟା ଏହା ନିଜେ ସିଲେଇ କରି ବାଣ୍ଟୁଛନ୍ତି । ଏହି କାର୍ଯ୍ୟକ୍ରମ ରେ ସଭାପତି ସୁନୀଲ ମେହେର , ଦୁଃଖିଶ୍ୟାମ ମେହେର , ଈଶ୍ୱର ମେହେର , ରାଜୀବ ମେହର , ଅକ୍ରୁର ମେହେର ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

2 × four =