ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ରଙ୍କ ପରଲୋକ

0 149

ଭୁବନେଶ୍ୱର : ଚଳଚିତ୍ର, ନାଟ୍ୟ ଜଗତରେ ପାଞ୍ଚ ଦଶନ୍ଧି ଧରି ଜଣାଶୁଣା ଲୋକପ୍ରିୟ ସଂଳାପକାର ବିଜୟ ମିଶ୍ର ଆଜି ଅପରାହ୍ନରେ ପରଲୋକ ଗମନ କରିଛନ୍ତି I ମୃତ୍ୟୁ ବେଳକୁ ତାଙ୍କୁ 83ବର୍ଷ ହୋଇଥିଲା I ଜୀବନକାଳ ମଧ୍ୟରେ ସେ ବହୁ ଯଶ ଲାଭ କରିଥିଲେ I ତାଙ୍କ ମୃତ୍ୟୁରେ ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି I

hiranchal ad1
Leave A Reply

Your email address will not be published.

2 × four =