ବିଜେଡି ପକ୍ଷରୁ ରକ୍ତଦାନ ଶିବିର

0 292

ପାଟଣାଗଡ : ବିଶ୍ୱ ମହାମାରୀ କରୋନା ସକାଶେ ଲକଡାଉନ ହୋଇଥିବାରୁ ପାଟଣାଗଡରେ ରକ୍ତର ଅଭାବ ଦେଖାଦେଇଛି । ପାଟଣାଗଡ ବିଜୁ ଜନତା ଦଳର ସ୍ଥାନୀୟ ବିଧାୟକ ସରୋଜ କୁମାର ମେହେରଙ୍କ ନେତୃତ୍ୱରେ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ଭୋଲାନାଥ କଲ୍ୟାଣ ମଣ୍ଡପଠାରେ ୫୦ ୟୁନିଟ୍ ରକ୍ତ ସଂଗ୍ରହ କରି ପାଟଣାଗଡ ରକ୍ତ ଭଣ୍ଡାରକୁ ଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

13 − 11 =