ଗୋଷ୍ଠି ସଂକ୍ରମଣ ଭୟ ନାହିଁ : କରୋନା ସଂକ୍ରାମିତଙ୍କ ଟ୍ରାଭେଲ ହିଷ୍ଟ୍ରି ଦେଲେ ବିଏମସି କମିଶନର

0 145

ସୂର୍ଯନଗର ଓ ବମିଖାଲ କରୋନା ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି ଲିଙ୍କ ବାହାରିଛି । ଉଭୟ ମାମଲାରେ ବାହାରିଛି ରାଜ୍ଯ ବାହାର ଲିଙ୍କ । ପ୍ରଦୀପ୍ତ ଦଳ ବେହେରାଙ୍କ ସମ୍ପର୍କୀୟ କଲିକତା ଯାଇଥିଲେ ସେଠାରୁ ସେ ସଂକ୍ରମିତ ହୋଇଛନ୍ତି । ବମିଖାଲ କରୋନା ରୋଗୀଙ୍କ ବାପା ଭୋପାଳରେ ରୁହନ୍ତି ସେ ମଧ୍ଯ କରୋନା ପୋଜିଟିଭ ବୋଲି ଜଣାପଡିଛି । ପୁରୀ ଜିଲ୍ଲାର ବ୍ଯକ୍ତି ଜଣକ ଭୁବନେଶ୍ୱର ବିଜେବି ନଗର ପୋଷ୍ଟ ଅଫିସରେ କାମ କରୁନ୍ତି । ପୁରୀ କୋରୋନା ପଜିଟିଭ୍ ଜଣେ ପୋଷ୍ଟମ୍ୟାନ୍ । ସେ ବିଜେବି ନଗର ସବ୍ ଫୋଷ୍ଟ ଅଫିସରେ କାମ କରନ୍ତି । ଦୀଲ୍ଲିରୁ ଫେରିବା ପରେ ସେ କରୋନା ଆକ୍ରାନ୍ତ ହୋଇଥିଲେ ସୂଚନା ଦେଲେ ବିଏମସି କମିଶନର । ବିଜେବି ନଗର ସମେତ ଏହା ସଂପର୍କୀତ ନଗରବାସୀଙ୍କୁ କ୍ବାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ । ଏହା ସହ ଯଦି କିଛି ଲକ୍ଷଣ ଦେଖାଯାଉଛି ତାହେଲେ, ୧୦୪କୁ ଜଣାଇବାକୁ ନିର୍ଦ୍ଦେଶ ଦେଲେ ବିଏମସି କମିସନର ।

hiranchal ad1
Leave A Reply

Your email address will not be published.

5 × 5 =