ଲକ୍ ଡାଉନ ସମୟରେ ଜୀବନ ବିନ୍ଦୁ ପକ୍ଷରୁ 10 ଦିନ ଯାଏ ରକ୍ତ ଦାନ ଶିବିର

0 116

ଦେବଗଡ : କରୋନା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା ଉଦ୍ଦେଶ୍ୟରେ ସାରା ଦେଶକୁ ଲକ୍ ଡାଉନ ଘୋଷଣା କରାଯାଇଥିବା ବେଳେ ଜିଲ୍ଲା ମୂଖ୍ୟ ଡାକ୍ତରଖାନା ରକ୍ତ ଭଣ୍ଡାରରେ ରକ୍ତ ର ଅଭାବ ଦୂର କରିବା ପାଇଁ ଜୀବନ ବିନ୍ଦୁ ପକ୍ଷରୁ 10 ଦିନ ଧରି ରକ୍ତ ସଂଗ୍ରହ କରି ଯୋଗାଇଦେବାର ପ୍ରୟାସ ଆରମ୍ଭ ହୋଇଛି । ଏହି କ୍ରମରେ ଆଜି 5 ୟୁନିଟ ରକ୍ତ ସଂଗୃହୀତ କରାଯାଇଛି । ଜୀବନ ବିନ୍ଦୁ ପକ୍ଷରୁ ଜିଲା ବିଜେଡି ରାଜ୍ୟ କାଉନସିଲ ସଦସ୍ୟ ଇଂ ସୁଜିତ କୁମାର ପ୍ରଧାନ,ଜିଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ବାଳ ନଗର ସଭାପତି ଶୁକଦେବ ଭଞ୍ଜ,ପ୍ରତାପ ଦେବ,ପ୍ରଦୀପ ଦେବ,ପ୍ରଦୀପ ସାହୁ,ଶିକୁନ ପ୍ରଧାନ,ଦୀପକ ପାଣି, ଜୟନ୍ତ ସାହୁ, ମନୋଜ ଆଚାର୍ଯ୍ୟ, ବିରେନ୍ଦ୍ର ଭଞ୍ଜ, କ୍ଷତିଶ ବେହେରା, ବରୁଣ ପ୍ରକାର,ସୁଧାଂଶୁ ଶେଖର ଗିରି ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

seventeen − 12 =