କରୋନା ପଜିଟିଭ୍ ସଂଖ୍ୟା ୫୫କୁ ଛୁଇଁଲା

0 95

ଭୁବନେଶ୍ୱର: ରାଜଧାନୀ ବମିଖାଲ ଅଞ୍ଚଳରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩୫ ବର୍ଷୀୟ ଏହି ବ୍ୟକ୍ତି ସେହି ଅଞ୍ଚଳର ଅନ୍ୟଜଣେ ସଂପର୍କୀୟଙ୍କ ସହିତ ଆସିବା ପରେ ତାଙ୍କର ସ୍ୱାବ ପରୀକ୍ଷାରୁ ପଜିଟିଭ୍ ଥିବା ଜଣାପଡ଼ିଛି । ଏହି ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ସରକାରୀ ବ୍ୟବସ୍ଥାରେ ଚିକିତ୍ସା ସେବା ଯୋଗାଇ ଦେବା ସହିତ ତାଙ୍କ ସଂସ୍ପର୍ଶରେ ଆଉ କିଏ ଆସିଛନ୍ତି ଏ ନେଇ ଟ୍ରେସିଂ ଆରମ୍ଭ କରାଯାଇଛି ।

hiranchal ad1
Leave A Reply

Your email address will not be published.

twenty + one =