ପାରଳାରେ ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନ

0 80

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିସଦ ପକ୍ଷରୁ ଆଜି ଶ୍ରମିକ କଲ୍ୟାଣ ଯୋଜନାରେ ସ୍ୱତନ୍ତ୍ର ଆର୍ଥିକ ସହାୟତା ହିତାଧିକାରୀଙ୍କୁ 1500 ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯାଇଛି।ଏହି କାର୍ଯ୍ୟକ୍ରମ ରେ ପାରଳା ପୌରପରିସଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଓ ଜିଲ୍ଲା ଶ୍ରମ ଅଧିକାରୀ ଉପସ୍ଥିତ ରହି ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଛି।ପ୍ରକାଶ ଥାଉକି କୋରନା ଭୂତାଣୁ ଯୋଗୁଁ ଲକ ଡାଉନରେ ଶ୍ରମିକ ମାନେ କିଛି କାମ ପାଉନଥିବାରୁ ସେମାନଙ୍କୁ ସରକାରଙ୍କ ଦ୍ଵାରା ସହାୟତା ପ୍ରଦାନ କରାଯାଇଛି।

hiranchal ad1
Leave A Reply

Your email address will not be published.

10 + 7 =