ରାଜ୍ୟରେ ସେଞ୍ଚୁରି ଡେଇଁଲା କରୋନା : ସୁନ୍ଦରଗଡରେ ନୂଆ ୩ ପଜିଟିଭ୍ ଚିହ୍ନଟ

0 113

ଭୁବନେଶ୍ୱର : ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ସେଞ୍ଚୁରି ଡେଇଁଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ରବିବାର ସକାଳୁ ଦେଇଥିବା ସୂଚନା ଅନୁଯାୟୀ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି । ସୁନ୍ଦରଗଡରେ ପୁଣି ୩ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସଦ୍ୟ ସୂଚନା ଅନୁଯାୟୀ ସକ୍ରିୟ ସଂଖ୍ୟା ୬୮ରେ ପହଞ୍ଚିଛି । ଆଜି ସୁଦ୍ଧା ରାଜ୍ୟରେ କରୋନା ସ୍ଥିତି ଏପରି ରହିଛି ଖୋର୍ଦ୍ଧାରେ ପଜିଟିଭ ୪୬ରୁ ୨୨ ସୁସ୍ଥ ୨୩ ଆକ୍ରାନ୍ତ, ଭଦ୍ରକ ୧୬ରୁ ୨ ସୁସ୍ଥ, ଯାଜପୁର ୧୮ ଆକ୍ରାନ୍ତରୁ ୧ ସୁସ୍ଥ, ସୁନ୍ଦରଗଡ ୬ରୁ ୩ ସୁସ୍ଥ, କେନ୍ଦ୍ରାପଡା ୨ରୁ ୧ ସୁସ୍ଥ, କଳାହାଣ୍ଡି କରୋନା ମୁକ୍ତ ଭଳି ପୁରୀ, କଟକ, ଢେଙ୍କାନାଳ ଶୂନ୍ୟ ତାଲିକାରେ ପହଞ୍ଚିଛି । ମାତ୍ର ଜଣେ ବ୍ୟକ୍ତି ଏଯାଏଁ ଏହି ରୋଗରେ ମୃତ୍ୟୁବରଣ କରିଛନ୍ତି ।

hiranchal ad1
Leave A Reply

Your email address will not be published.

5 × two =