ଜନ୍ମଦିନରେ ରକ୍ତଦାନ କରି ଉଦାହରଣ ପାଲଟିଲେ ଏହି ତିନି ଯୁବକ

0 328

ସମ୍ବଲପୁର : ବର୍ତ୍ତମାନ ସବୁଆଡେ ଅଭାବ ଅସୁବିଧା ପରିଲକ୍ଷିତ ହେଉଛି ଓ ଏହାର ସର୍ବାଧିକ ଶିକାର ରକ୍ତଭଣ୍ଡାର ଗୁଡିକରେ ଦୃଷ୍ଟିଗୋଚର ହେଉଛି । ହେଲେ କିଛି ଯୁବକ ଏହି ଅଭାବ ଅସୁବିଧା ପୂରଣ କରିବା ପାଇଁ ଆଗେଇ ଆସୁଛନ୍ତି । ଏପରି କିଛି ଯୁବକ ଅମନଜିତ ସିଂହ ସଲୁଜା, ଅନୁପ ସାଗର ଓ କାଶ୍ଯପ ସୂପକାରଙ୍କ ମନରେ ଏହି ସେବାଭାବ ଏତେ ପ୍ରବଳ ଯେ ସେମାନେ ନିଜର ଜନ୍ମଦିନରେ ରକ୍ତଦାନ କରି ସମାଜ ପାଇଁ ଉଦାହରଣ ସାଜିଛନ୍ତି ।

hiranchal ad1
Leave A Reply

Your email address will not be published.

seven − one =