ଆଜି ବାହାରିବ +୨ ପରୀକ୍ଷା ଫଳ

0 40

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇବ। ପରିଷଦ କାର୍ଯ୍ୟାଳୟରେ ମଧ୍ୟାହ୍ନ ୧୨ଟା ୩୦ରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି। ଏକାଥରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଫଳ ସହ ପତ୍ର ବିନିମୟ ପାଠ୍ୟକ୍ରମ (କରେସପଣ୍ଡେସ୍‌ କୋର୍ସ) ଫଳ ପ୍ରକାଶ ପାଇବ। ପରୀକ୍ଷା ଫଳ ଘୋଷଣା ପରେ ଅପରାହ୍ଣ ୩ଟାରୁ results.odisha.gov.in ଓ results.digilocker.gov.in ଲଗ୍‌ଇନ୍‌ କରି ପରୀକ୍ଷାର୍ଥୀ ସେମାନଙ୍କ ଫଳ ଜାଣିପାରିବେ।

hiranchal ad1
Leave A Reply

Your email address will not be published.

four × 1 =