ସାହାଯ୍ୟ ଅପେକ୍ଷାରେ ପଥରିଆ ପରିବାର

0 315

ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଳକ ମରୁଆ ପଂଚାୟତ ପାଢେଲ ଠାରେ ସବୁ ବର୍ଷ ପରି ଶିଳ ଶିଳପୁଆ ଇତ୍ୟାଦି ତିଆରି ଓ ବୁଲି ବୁଲି ବିକିବା ପାଇଁ ନୂଆପଡା କୋମନା ସିଆଲଲତି ଓ ଛତିଶଗଡ ବସ୍ତର ଅଂଚଳର 4ଟି ପରିବାର ର 3ଛୋଟଛୁଆ 5ମହିଳା ସମେତ 14 ଜଣ କରୋନା କଟକଣା ହେତୁ ଅସୁବିଧାରେ ଅଛନ୍ତି I ବେପାର ନାହିଁ ଲକ୍ ଡାଉନ୍ ଫେରିଯିବା ଅସମ୍ଭବ ପେଟ ପାଇଁ ଚିନ୍ତିତ, ପ୍ରଶାସନର ଅଣଦେଖା ଉପରକୁ ପଠାଇଥିବା ତାଲିକାରେ ନ ଥିବା ହେତୁ ନିଜ ଅକ୍ଷମତା ପ୍ରକାଶ କରୁଛନ୍ତି ଇଓ , ପଦାଧିକାରୀଙ୍କ ହସ୍ତକ୍ଷେପ କରି ସହାୟତା କରିବାକୁ ସାଢେଲ ଗାଁ ର କିଛି ସମାଜସେବୀ ଦାବୀ କରିଛନ୍ତି I

hiranchal ad1
Leave A Reply

Your email address will not be published.

15 − 7 =