ମହିଳାଙ୍କ ସାହାଯ୍ୟ ରେ ପରିବା ଯୋଗାଣ

0 130

ସମ୍ବଲପୁର : କରୋନା କଟକଣା ପାଇଁ ଅନେକ ସ୍ଥାନରେ ଖାଦ୍ୟ ସାମଗ୍ରୀର ଅଭାବ ପରିଲକ୍ଷିତ ହେଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ମହିଲା ସ୍ବୟଂ ସହାୟକ ଗୋଷ୍ଠୀ ଙ୍କୁ ନିୟୋଜିତ କରି ସକ୍ରିୟତା ଦର୍ଶାଇଛନ୍ତି । ପ୍ରଶାସନ ପକ୍ଷରୁ ସେମାନଙ୍କୁ ତାଜାତଟକା ପନିପରିବା ଯୋଗାଇ ଦିଆ ଯାଉଛି ଓ ସେମାନେ ତାହାକୁ ଅଭାବ ପରିଲକ୍ଷିତ ସ୍ଥାନରେ ପହଞ୍ଚାଇ ସୁଲଭ ଦରରେ ବିକ୍ରି କରୁଛନ୍ତି । ପ୍ରଥମ ଚରଣରେ ଆଜି ପୂର୍ବରୁ ଚିହ୍ନଟ କରାଯାଇଥିବା କିଛି ହାଉସି° ସୋସାଇଟି ମାନଙ୍କୁ ଏହି କାର୍ଯ୍ଯକ୍ରମରେ ସାମିଲ କରାଯାଇଛି ଓ ସେମାନଙ୍କ ପାଖକୁ ଏହା ପଠାଯାଉଛି ।

hiranchal ad1
Leave A Reply

Your email address will not be published.

20 − eleven =