ଗଜପତିରେ ଆଜି ୮ କରୋନା ପଜିଟିଭ ଚିହ୍ନଟ

0 67

ପାରଳାଖେମୁଣ୍ଡି,୩୧/୧୦- ଗଜପତିରେ ଆଜି ପୁଣି ୮ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣି ବ୍ଳକରୁ ଜଣେ, ମୋହନା ବ୍ଳକରୁ ୨ ଜଣ, ରାୟଗଡ ବ୍ଲକରୁ ଜଣେ, ନୂଆଗଡ଼ ବ୍ଳକରୁ ଜଣେ, ପାରଳା ପୌରପରିଷଦରୁ ୩ ଜଣ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁ ହୋମଆସୋଲେସନ କୋଭିଡ ହସ୍ପିଟାଲ/କୋଭିଡ କ୍ୟାୟରକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଗଜପତି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

twelve − ten =