ଆମ ଆଦମୀ ପାର୍ଟି ଓ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ମାସ୍କ ବଣ୍ଟନ

0 380

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆମଆଦମୀ ପାର୍ଟି ଗଜପତିଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜସାମନ୍ତଙ୍କ ନେତୃତ୍ୱରେ ମୁଖ୍ୟ ଚିକିତ୍ସାଳୟ ଠାରେ ସଫେଇ କର୍ମଚାରୀ ମାନଙ୍କୁ ହାତ ତିଆରି କଟନ ମାସ୍କ ବଣ୍ଟନ ଅନୁଷ୍ଟିତ ହୋଇଯାଇଛି। ଆପ ସଦସ୍ୟ ତ୍ରିନାଥ ପ୍ରସାଦ ପଟ୍ଟନାୟକ ଗଜପତି ରକ୍ତ ଦାତା ସ୍ବେଚ୍ଛାସେବୀ ସଂଗଠନ ଅଧ୍ୟକ୍ଷ ଜି. ନବୀନ,ପି. କ୍ରାନ୍ତୀ ସୁନୀଲ ଓ ଜୟ ଅଫ ଗିଭିଂଙ୍ଗ ସଂସ୍ଥା ସ୍ବେଚ୍ଛାସେବୀ ପ୍ରବୀଣ ପାଣି ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ। 45ଟି ମାସ୍କ ବଣ୍ଟନ କରାଯାଇଥିଲା।

hiranchal ad1
Leave A Reply

Your email address will not be published.

three × 3 =