କରୋନା ମୁକାବିଲା ପାଇଁ ଦରମା ଟଙ୍କା ଦାନ କଲେ ବିଧାୟକ

0 337

ପାଟଣାଗଡ: ବିଶ୍ୱ ମହାମାରୀ କରୋନା ମୁକାବିଲା ପାଇଁ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ନିଜ ଦରମା ଟଙ୍କାରୁ ୧ଲକ୍ଷ ୫୦ ହଜାର ଟଙ୍କା ପାଟଣାଗଡ ଉପଜିଲ୍ଲାପାଳ ସୋମାନଥ ପ୍ରଧାନଙ୍କ ମଧ୍ୟମରେ ଚେକ୍ ଦ୍ୱାରା ପ୍ରଦାନ କରିଛନ୍ତି । ସେହିପରି ଘସିରାମ ଅଗ୍ରୱାଲ ଲାଠୋର ୫୦ହଜାର, ବିଜୁ ଯୁବ ବାହିନୀ ଖପ୍ରାଖୋଲ ୧୭ହଜାର ୫ଶହ ଟଙ୍କା, ଆରଏମ୍‌ସି କର୍ମଚାରୀ ୧୦ ହଜାର ଟଙ୍କା, ବିଶ୍ୱ ମା ଜଗଦମ୍ବା ସ୍ୱୟଂ ସହାୟକ ଦଳ ପାଟଣାଗଡ ୩ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

1 × 3 =