ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନ ଉପଲକ୍ଷେ ସାମାଜିକ କାର୍ଯ୍ୟକ୍ରମ

0 57

ଭୁବନେଶ୍ୱର : ବିଜୁ ଜନତା ଦଳର ରାଜ୍ୟ ସଂଗଠନ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମ ଦିନରେ ଭିଏସଏସନଗରରେ ଯୁବନେତା ଡ଼ଃ ପ୍ରକାଶ ତ୍ରିପାଠୀଙ୍କ ସଂଯୋଜନାରେ ସ୍କୁଲ୍‌ ପିଲାମାନଙ୍କୁ ପେନ୍‌, ଚକୋଲେଟ ବଣ୍ଟନ କରାଯିବ ସହିତ ବୃକ୍ଷ ରୋପଣ କରାଯାଇଥିଲା । ବବି ଭାଇଙ୍କ ନେତୃତ୍ୱରେ ବିଜୁ ଜନତା ଦଳକୁ ଅଧିକ ଶକ୍ତିଶାଳୀ ଓ ମଜଭୁତ କରିବା ପାଇଁ ଯୁବକ ମାନେ ଶପଥ ଗ୍ରହଣ କରିଥିଲେ । ଆଗାମୀ ଦିନରେ ମଧ୍ୟ ଅନେକ ସାମାଜିକ କାର୍ଯ୍ୟକ୍ରମ କରିବା ପାଇଁ ଛାତ୍ର, ଯୁବକ ମାନେ ଶପଥ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦୀପକ ନାଏକ, ଶିବାନନ୍ଦ ତାଡ଼, ସୌମ୍ୟରଞ୍ଜନ ପ୍ରଧାନ, ଜଗନ୍ନାଥ ସ୍ୱାଇଁ, ଏବଂ ସ୍ଥାନୀୟ ଯୁବକମାନେ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

two + nineteen =