ପିଏଚଡି ପଡିଆ ବଜାର ବିଶୋଧିତ

0 122

ସମ୍ବଲପୁର : ସ୍ଥାନୀୟ ଅଇଠାପାଲି ଅଞ୍ଚଳର ସବୁ ଫୁଟପାଥ ବଜାର ଉଠାଇନେଇ ଦୋକାନୀମାନ ଙ୍କୁ ସ୍ଥାନୀୟ ପିଏଚଡି ପଡିଆରେ ଥଇଥାନ କରାଯାଇଛି । ଏଣୁ ସେଠାରେ ପନିପରିବା କିଣିବା ପାଇଁ ସବୁଦିନ ଜନଗହଳି ହେଇଛି । ଏହି ପରିପ୍ରେକ୍ଷୀରେ ସମ୍ବଲପୁର ନଗର ନିଗମ ପକ୍ଷରୁ ଗତକାଲି ସନ୍ଧ୍ୟାରେ ଏହି ସମଗ୍ର ସ୍ଥାନକୁ କ୍ଲୋରିନଯୁକ୍ତ ପାଣି ସିଞ୍ଚନ କରି ବିଶୋଧିତ କରାଯାଇଛି । ଏହାଦ୍ବାରା ବର୍ତ୍ତମାନ ସର୍ବତ୍ର କରୋନା ସ°କ୍ରମଣ ଦୃଷ୍ଟିରୁ ଏହା ଜନସାଧାରଣ ଙ୍କ ପାଇଁ ସୁରକ୍ଷିତ ରହିବ ବୋଲି ଆଶା କରାଯାଉଛି ।

hiranchal ad1
Leave A Reply

Your email address will not be published.

four + 6 =