Browsing Tag

covid19 pandemic

ଏକାଥରକେ ଚିହ୍ନଟ ହେଲେ ୩୩ ଓମିକ୍ରନ ଆକ୍ରାନ୍ତ

ଚେନ୍ନାଇ : ତାମିଲନାଡୁରେ ଗୁରୁବାର କରୋନା ଭାଇରସର ଓମିକ୍ରନ ଭାରିଆଣ୍ଟର ୩୩ ନୂଆ ମାମଲା ସାମ୍ନା ଆସିବା ପରେ ରାଜ୍ୟରେ ଭୟର ବାତାବରଣ ଖେଳିଯାଇଛି । କରୋନା ଭାଇରସ ପଜିଟିଭ ଚିହ୍ନଟ ହୋଇଥିବା ଲୋକଙ୍କ ଜିନମ ସିକ୍ୟୁନ୍ସିଂ ପରେ ଏହି ରିପୋର୍ଟ ସାମ୍ନାକୁ ଆସିଛି । ଏହା ସହ ରାଜ୍ୟରେ ଓମିକ୍ରନ…
Read More...

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୩୬କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କାୟା ମେଲାଇ ଚାଲିଛି ଓମିକ୍ରନ। ଦେଶରେ ଓମିକ୍ରନ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ଏକ ସପ୍ତାହ ମଧ୍ୟରେ ଏହାର ସଂକ୍ରମଣ ବହୁଗୁଣିତ ହୋଇଛି । ବର୍ତ୍ତମାନ ୧୬ ଟି ରାଜ୍ୟ କରୋନା ର ଏହି ନୂତନ ପ୍ରକାରର ଭାରିଆଣ୍ଟ ଚିହ୍ନଟ ହୋଇଛି। ସାରା ଦେଶରେ ବର୍ତ୍ତମାନ ସୁଦ୍ଧା…
Read More...

ନୂଆବର୍ଷରୁ କରୋନା ତୃତୀୟ ଲହର !

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଦୈନିକ ୮ ହଜାରରୁ କମ୍‌ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୭୦ ୮୧ ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୨୬୪ ରୋଗୀଙ୍କ ମୃତ୍ୟୁ ଘଟିଛି । ଏଥି ସହିତ, ଗତ ୨୪ ଘଣ୍ଟା ମଧ୍ୟରେ, ୭ ୪୬୯ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତିା ବର୍ତ୍ତମାନ…
Read More...

ଓଡିଶାରୁ ବାହାରିନି ଓମିକ୍ରନ୍‌ ଭାରିଆଣ୍ଟ

ଭୁବନେଶ୍ୱର ୦୬।୧୨: ଓଡିଶାରେ ବାହାରିନି ଓମିକ୍ରନ୍ । ଜେନମ୍‌ ସିକ୍ୟୁଏନ୍ସିରୁ ଓଡିଶାରୁ ବାହାରିନି ଓମିକ୍ରନ୍‌ । ଏନେଇ ଆଇଏଲଏସ୍‌ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି ।ଖବର ଅନୁଯାୟୀ, ନଭେମ୍ବର ମାସରେ ୧୪୧ ଜଣ ବିଦେଶ ଫେରନ୍ତାଙ୍କ ଜେନମ୍‌ ସିକ୍ୟୁଏନ୍ସି କରାଯାଇଛି ।…
Read More...

ଭାରତରେ ଚିନ୍ତା ବଢ଼ାଉଛି ଓମିକ୍ରନ୍‌; ଦକ୍ଷିଣ ଆଫ୍ରିକା ଫେରନ୍ତା ୧୦ ଯାତ୍ରୀ ନିଖୋଜ

ନୂଆଦିଲ୍ଲୀ ୦୪।୧୨ : ଦକ୍ଷିଣ ଆଫ୍ରିକାରେ ଚିହ୍ନଟ କରୋନା ଭାଇରସ୍‌ର ନୂଆ ଭ୍ୟାରିଆଣ୍ଟ ଭାରତରେ ଚିନ୍ତା ବଢ଼ାଉଛି। କର୍ଣ୍ଣାଟକରେ ୨ ଜଣ ଲୋକ ଓମିକ୍ରନ ଭ୍ୟାରିଆଣ୍ଟରେ ସଂକ୍ରମିତ ଥିବା ଜଣାପଡ଼ିବା ପରେ ରାଜ୍ୟ ସରକାର ନୂଆ କୋଭିଡ ଗାଇଡଲାଇନ ଜାରି କରିଦେଇଛନ୍ତି। ଆଗାମୀ ୧୫ ତାରିଖ ପର୍ଯ୍ୟନ୍ତ…
Read More...