Monthly Archives

April 2020

ଗଜପତି ବିଜେପି ପକ୍ଷରୁ ବାଣ୍ଟିଲେ ମାସ୍କ

ଗଜପତି ଜିଲ୍ଲା ବିଜେପି ପକ୍ଷରୁ କର୍ମୀ ମାନେ ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟ,ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ,ବିଦ୍ୟୁତ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ, BSNLକାର୍ଯ୍ୟାଳୟ, DRDA କାର୍ଯ୍ୟାଳୟ,ଶ୍ରମ ବିଭାଗ, ଆଞ୍ଚଳିକ ପରିବହନ ବିଭାଗର କର୍ମଚାରୀମାନେ ଲୋକଙ୍କୁ
Read More...

ମନର କଥା କହିଲେ ପ୍ରଧାନମନ୍ତ୍ରୀ : ଦେଶରେ କେହି ଭୋକରେ ରହିବେ ନାହିଁ

ଭୁବନେଶ୍ୱର : ୬୪ତମ ମନ୍ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ମନର କଥା କହିଛନ୍ତି । ଦେଶବାସୀଙ୍କୁ ଆଶ୍ୱସନା ଦେଇ ସେ କହିଛନ୍ତି ଦେଶରେ କେହି ଭୋକରେ ରହିବେ ନାହିଁ । କରୋନା ମହାମାରୀ ସମୟରେ ଜନତା ତା\'ସହ ଲଢୁଛନ୍ତି । ଏ ସମୟରେ ଦେଶବାସୀଙ୍କ ନିକଟରେ
Read More...

୫ହଜାର ହେକ୍ଟରରୁ ଉର୍ଦ୍ଧ୍ୱ ଜମିରେ ଫସଲହାନି

ସମ୍ବଲପୁର: ବିଗତ କିଛିଦିନ ମଧ୍ୟରେ କାଳବୈଶାଖୀର ତାଣ୍ଡବ ଯୋଗୁଁ ସମ୍ବଲପୁରରେ ବ୍ୟାପକ ପରିମାଣରେ ଫସଲହାନି ହୋଇଛି । ଏପର୍ଯ୍ୟନ୍ତ ହୋଇଥିବା ଆକଳନ ଅନୁସାରେ ୪୯୦୨ ହେକ୍ଟର ଜମିରେ ଧାନଫସଲ ଓ ୨୧୬ ହେକ୍ଟର ଜମିରେ ଅଣଧାନ ଫସଲ, ଏହିପରି ମୋଟ ୫୧୧୮ ହେକ୍ଟର ଜମିରେ ଫସଲହାନି ଘଟିଛି । ଏପଟେ ପ୍ରାୟ
Read More...

କରୋନା ନିୟମ ଅବମାନନା ପାଇଁ ଯୁଗ୍ମ ନିର୍ଦ୍ଦେଶକ ନିଲମ୍ବିତ

ସମ୍ବଲପୁର: କରୋନା କଟକଣା ଅବମାନନା ଅଭିଯୋଗରେ ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ସେ ହେଉଛନ୍ତି ଚିପଲିମାସ୍ଥିତ ରାଜ୍ୟ ପ୍ରାଣୀଧନ ପ୍ରଜନନ କେନ୍ଦ୍ରର ଯୁଗ୍ମ ନିର୍ଦ୍ଦେଶକ ଡା. ହୃଦାନନ୍ଦ ଦାଶ । ଶ୍ରୀ ଦାଶ ବାଲେଶ୍ୱର ଜିଲ୍ଲା ନିବାସୀ ଗତ ମାର୍ଚ୍ଚ ୧୮
Read More...

କୋଭିଡ ପାସର ଅପବ୍ୟବହାର : ଗଞ୍ଜେଇ ଚାଲାଣ କରୁଥିଲେ, କାର୍ ଜବତ ସହ ଜଣେ ଗିରଫ

ବାଲିଗୁଡ଼ା: ଗୋଟିଏ ପଟେ କରୋନାକୁ ନେଇ ସାରା ବିଶ୍ବ ଆତଙ୍କିତ । ଅନ୍ୟପଟେ ଚୋର ଖୋଜୁଛି ଗଳାବାଟ । ଲକ୍ ଡାଉନ୍ ଯୋଗୁଁ ରାଜ୍ୟସାରା ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଥିବା ବେଳେ ଗଞ୍ଜେଇ ଚୋରାଚାଲାଣ କରିବାକୁ ନୁଆ ଟେକ୍ନିକ୍ ଆରମ୍ଭ କରିଛନ୍ତି ଗଞ୍ଜେଇ ମାଫିଆ । ଏଭଳି ଘଟଣା ଦେଖିବାକୁ ମିଳିଛି
Read More...

ରାଜ୍ୟରେ ସେଞ୍ଚୁରି ଡେଇଁଲା କରୋନା : ସୁନ୍ଦରଗଡରେ ନୂଆ ୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ସେଞ୍ଚୁରି ଡେଇଁଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ରବିବାର ସକାଳୁ ଦେଇଥିବା ସୂଚନା ଅନୁଯାୟୀ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି । ସୁନ୍ଦରଗଡରେ ପୁଣି ୩ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସଦ୍ୟ ସୂଚନା ଅନୁଯାୟୀ ସକ୍ରିୟ ସଂଖ୍ୟା
Read More...

ସାଂସଦଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ୩ଲକ୍ଷ ଟଙ୍କା ପ୍ରଦାନ

ସମ୍ବଲପୁର: କରୋନା ଦ୍ୱାରା ବର୍ତ୍ତମାନ ସମଗ୍ର ବିଶ୍ୱ ସଂକ୍ରମିତ ଭୟଭୀତ ଓ ଆତଙ୍କିତ । ବିଶ୍ୱର ୨ଶହରୁ ଅଧିକ ଦେଶ କୋଭିଡ-୧୯ରେ ଚାପରେ ଥିବାରୁ ଅଧିକାଂଶ ଲକଡାଉନ ପାଳନ କରୁଛନ୍ତି । ଭାରତ ମଧ୍ୟ ଏହାର କବଳରୁ ବର୍ତ୍ତିପାରିନାହିଁ । ଗତ ମାର୍ଚ୍ଚ ୨୫ରୁ ଭାରତ ସଂପୂର୍ଣ୍ଣ ଲକଡାଉନରେ ରହିଛି ।
Read More...

ରୋହିତଙ୍କ ସର୍ବକାଳୀନ ଶ୍ରେଷ୍ଠ 5 ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମର ଓପନର ରୋହିତ ଶର୍ମା ନିଜର ସର୍ବକାଳୀନ ଶ୍ରେଷ୍ଠ ୫ଜଣ ବ୍ୟାଟ୍ସମ୍ୟାନଙ୍କ ନାମ ଘୋଷଣା କରିଛନ୍ତି । ଯେଉଁଥିରେ ଧୁରନ୍ଧର ବ୍ୟାଟ୍ସମ୍ୟାନ ଯୁବରାଜ ସିଂଙ୍କୁ ସ୍ଥାନ ଦେଇନଥିବା ବେଳେ ଏହି ୫ଜଣଙ୍କୁ ସେ ସ୍ଥାନ ଦେଇଛନ୍ତି । ସ୍ଥାନ ପାଇଥିବା ଖେଳାଳିମାନେ ହେଲେ
Read More...

ଗଜପତିରେ ବଢ଼ିଲା ଅନ୍ତଃରାଜ୍ୟ ସୀମା ସୁରକ୍ଷା

ଗଜପତି ଜିଲ୍ଲା ଅନ୍ତଃରାଜ୍ୟ ସୀମାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଗଜପତି ଜିଲ୍ଲାରୁ ଆନ୍ଧ୍ର କୁ ଯିବାକୁ ଥିବା ସମସ୍ତ ମୁଖ୍ୟ ରାସ୍ତାକୁ ସିଲ କରିଦିଆଯିବା ପରେ ମଧ୍ୟ ଅନେକ ଲୋକ ଗଳା ବାଟ ଦେଇ ଯାତାୟାତ କରୁଥିବାର ଜିଲ୍ଲା ପ୍ରଶାସନ ଜାଣିବା ପରେ ଆନ୍ଧ୍ର କୁ ସଂଯୋଗ କରୁଥିବା ସମସ୍ତ
Read More...

ବିଧାୟକ ବୁଲିରେ ସଙ୍ଗରୋଧ କେନ୍ଦ୍ର

ପାଟଣାଗଡ-ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ବେଲପଡା ବ୍ଲକର ବାରଖମାର, ମଣ୍ଡଳ, ତେନ୍ତୁଲିମୁଣ୍ଡା,ଯୁବା ଆଦି ପଞ୍ଚାୟତ ଗୁଡିକରେ ଖୋଲିଥିବା ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିଛନ୍ତି I ବାହାର ରାଜ୍ୟରୁ ଶ୍ରମିକମାନେ ଫେରିଲେ ସେମାନଙ୍କ ରହିବା,ଖାଇବା ଓ ଚିକିତ୍ସା ବ୍ୟବସ୍ଥା କିପରି ହେବ
Read More...